Only for Entertainment

ଖୁସିରେ ଉର୍ବଶୀଙ୍କୁ ଆସିଲା ଚକ୍କର, ସିଙ୍ଗର ଜଷ୍ଟିନଙ୍କ ତରଫରୁ ଆସିଲା ଏହି ଉପହାର !

28

ବଲିଉଡ ଅଭିନେତ୍ରୀ ଉର୍ବଶୀ ରୋଟେଲା ନିଜର ୨୫ତମ ଜନ୍ମ ଦିବସ ସେଲିବ୍ରେଟ କରୁଛନ୍ତି, ଏବେ ତାଙ୍କ ଜନ୍ମ ଦିନ ପୂର୍ବରୁ ତାଙ୍କୁ ଉପହାର ମିଳିଛି । କିଛି ଘଂଟା ପୂର୍ବରୁ ଉର୍ବଶୀ ତାଙ୍କ ଇଂଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଛନ୍ତି , ଯେଉଁଥିରେ କନାଡୀଆନ ଗାୟକ ଜଷ୍ଟିନ ଏବଂ ତାଙ୍କ ପତ୍ନୀ ହେଲି ନଜର ଆସିଛନ୍ତି । ଉର୍ବଶୀଙ୍କ ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଫଟୋ ସେୟାର କରି ଉର୍ବଶୀ ଲେଖିଛନ୍ତି ଏହା ତାଙ୍କର ବେଷ୍ଟ ବର୍ଥଡେ। ସେ ବହୁତ ଖୁସି ଥିବା କହିଛନ୍ତି । ତାଙ୍କର ଖୁସିରେ ମୁଣ୍ଡ ବୁଲେଇଥିବା ପୋଷ୍ଟରେ ଲେଖିଛନ୍ତି ଉର୍ବଶୀ ।

ୱାର୍କଫ୍ରଣ୍ଟ ବିଷୟରେ କହିବାକୁ ଗଲେ ୧୫ବର୍ଷ ବୟସରେ ସେ ନିଜ କ୍ୟାରିଅର ଆରମ୍ଭ କରିଥିଲେ । ସେ ସିଂ ସାହବ ଦି ଗ୍ରେଟ’ରୁ ନିଜ ଫିଲ୍ମି କ୍ୟାରିଅର ଆରମ୍ଭ କରିଥିଲେ । ଖୁବ ଶୀଘ୍ର ଉର୍ବଶୀ ଜନ ଆବ୍ରାହିମ ଙ୍କ ଫିଲ୍ମ ପାଗଲପନ୍ତିରେ ନଜର ଆସିବେ । ଏଥିରେ ତାଙ୍କ ସହ ଇଲିଆନା, ଅରସଦ ବାରସି, ପୁଲକିତ ସମ୍ରାଟ, କୃତି ଖରବନ୍ଦା ଏବଂ ସୁରଭି ଶୁକ୍ଳା ନଜର ଆସିବେ । ଏହି ଫିଲ୍ମ ଚଳିତ ବର୍ଷ ଡିସେମ୍ବର ରେ ରିଲିଜ ହୋଇପାରେ ବୋଲି ଅନୁମାନ ଲଗାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More