Only for Entertainment

ଖୁବ ଶୀଘ୍ର ବିବାହ କରିବେ ମିକା ସିଂ,କ’ଣ ଉର୍ବସୀ ହେବେ ତାଙ୍କ କନ୍ୟା?

bollywood tadka
0 82

ପଂଜାବୀ ଇଣ୍ଡଷ୍ଟ୍ରିରୁ ବଲିଉଡକୁ ଆସିଥିବା ମିକା ସିଂ ହିନ୍ଦୀ ଇଣ୍ଡଷ୍ଟ୍ରିରେ ଖୁବ ପ୍ରସିଦ୍ଧ । ତାଙ୍କର ସମସ୍ତ ଗୀତ ସୁପରହିଟ ହୋଇଥାଏ । ଯେତେବେଳେ ଏକ ଇଂଟରଭ୍ୟୁରେ ମିକାଙ୍କୁ ପଚରାଗଲା ଆପଣ କେବେ ବିବାହ କରିବେ,ସେ କହିଲେ ସେ ଖୁବ ଶଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଝିଅ ନାମ ପଚାରିବାରୁ ସେ ଉର୍ବସୀ ରାଉତେଲାଙ୍କ ନାମ ନେଲେ ।

urbasi
ଉର୍ବସୀ ବଲିଉଡର ବୋଲ୍ଡ ଏବଂ ସୁନ୍ଦର ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ । କିନ୍ତୁ ଉର୍ବସୀଙ୍କୁ ପଚାରବାରିୁ ସେ କହିଲେଯେ ସେ ବିବାହ ପାଇଁ ଏବେ କୌଣସି ପ୍ଲାନିଙ୍ଗ କରିନାହାଁନ୍ତି । ତାଙ୍କ କହିବା ଅନୁସାରେ ତାଙ୍କ ସଂପର୍କୀୟ ଭାଇ ଓ ଭଉଣୀଙ୍କ ବିବାହ ସରିବା ପରେ ସେ ବିବାହ କରିବେ । ଏବେ ସେ ତାଙ୍କ କ୍ୟାରଅର ପ୍ରତି ଧ୍ୟାନ ଦେବାକୁ ଚାହାଁନ୍ତି । ଉର୍ବସୀ ଏବଂ ମିକାଙ୍କ ବୟସରେ ୧୭ ବର୍ଷର ଅନ୍ତର ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More