Only for Entertainment

ଚଙ୍କି ପାଣ୍ଡେଙ୍କ ଭଣଜା ସହିତ ଉର୍ବସୀଙ୍କ ହ୍ୟାଙ୍ଗ ଆଉଟ, ମିଡିଆକୁ ଦେଖି ଟେନସନ ।

aajtak
0 32

ଚଙ୍କି ପାଣ୍ଡେଙ୍କ ଭଣଜା ଆହାନ ପାଣ୍ଡେ କିଛି ଦିନ ପୂର୍ବରୁ ମିସ ୱାର୍ଲଡ ମାନୁଷୀ ଛିଲ୍ଲରଙ୍କ ସହିତ ହ୍ୟାଙ୍ଗ ଆଉଟକୁ ନେଇ ଚର୍ଚ୍ଚାରେ ରହିଥିଲେ । ଏବେ ସେ ଉର୍ବସୀ ରାଉତେଲାଙ୍କ ସହିତ ହ୍ୟାଙ୍ଗ ଆଉଟକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଦୁଇ ଜଣଙ୍କୁ ନିକଟରେ ସ୍ପଟ କରାଯାଇଛି ।


ଦୁଇ ଜଣଙ୍କୁ ଜୁହୁ ଠାରେ ଷ୍ଟାରବକ୍ସରେ ଦେଖିବାକୁ ମିଳିଥିଲା । ଦୁଇ ଜଣ କାଫି ସମୟ ସେଠଶରେ ବସି କୌଣସି କଥାକୁ ନେଇ ଚର୍ଚ୍ଚା କରୁଥିଲେ । ଏହାପରେ ଉର୍ବସୀ ସେଠାରୁ ବାହାରି ଆସିଥିଲେ ଓ ଖୁବ ଶୀଘ୍ର ସେଠାରୁ ଚାଲିବାକୁ ଲାଗିଲେ । ତାଙ୍କ ଦେଖି ଏଭଳି ମନେ ହେଉଛି ଯେପରି ସେ ମିଡିଆକୁ ଦେଖି ଅସହଜ ମନେ କରୁଥିଲେ । ତେବେ ଅହାନ ସେଠଶରୁ ଆସି ନଥିଲେ ଏବଂ ଉର୍ବସୀ ପ୍ରଥମେ ବାହାରି ଆସିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More