Only for Entertainment

ଛୋଟ ଡ୍ରେସରେ ଉର୍ବସୀଙ୍କ ଜବରଦସ୍ତ ଲୁକ । ନଜର ଆସିଲା କ୍ଲିବେଜ ।

bollywood tadka
38

ବଲିଉଡ ଫିଲ୍ମ ‘ହେଟ ଷ୍ଟୋରୀ ୪’ରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଉର୍ବସୀ ରୌତେଲା ଏବେ ଫଟୋସୁଟକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନିକଟରେ ଉର୍ବସୀ ଇଂଷ୍ଟାଗ୍ରାମରେ ତାଙ୍କର ଲାଟେଷ୍ଟ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ସେ ଖୁବ ହଟ ଦେଖା ଯାଉଛନ୍ତି ।

ଫଟୋରେ ଉର୍ବସୀ ଧଳା ଏବଂ ଲାଲ ରଙ୍ଗର ଚେକ ଡ୍ରେସରେ ବୋଲ୍ଡ ଅନ୍ଦାଜରେ ନଜର ଆସିଛନ୍ତି । ଏହି ଡ୍ରେସ ସହିତ ଲାଲ ଲିପଷ୍ଟିକ ଦର୍ଶକଙ୍କୁ ଖୁବ ଆକର୍ଷିତ କରୁଛି । ତାଙ୍କର ଏହି ଲୁକ ଖୁବ ଇମ୍ପ୍ରେଶିଭ । ଫଟୋରେ ଉର୍ବସୀଙ୍କ କିଲର ଅନ୍ଦାଜ ନିହାତି ଭାବରେ ଆପଣଙ୍କୁ ପସନ୍ଦ ଆସିବ ।

କହିରଖୁଛୁ ଉର୍ବସୀ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ଏବଂ ପ୍ୟାନ୍ସଙ୍କ ସହିତ ଅଧିକାଂଶ ସମୟରେ ଫଟୋ ଶେୟାର କରନ୍ତି । ତାଙ୍କର ପ୍ରତ୍ୟେକ ଲୁକକୁ ଦର୍ଶକ ଖୁବ ପସନ୍ଦ କରନ୍ତି ।

ୱର୍କଫ୍ରଂଟ କଥା ଯଦି ଆଲୋଚନା କରିବା ତେବେ ଉର୍ବସୀ ଖୁବଶୀଘ୍ର ବଲିଉଡ ଆକ୍ଟର ଜନ ଇବ୍ରାହିମଙ୍କ ସହିତ ଫିଲ୍ମ ‘ପାଗଲପନ୍ତୀ’ରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More