Only for Entertainment

ଭାଇରାଲ ହେଉଛି ଉର୍ବଶୀ ରୌତେଲାଙ୍କ ବେଲି ଡ୍ୟାନ୍ସ, ଫ୍ୟାନ୍ସ କଲେ ପ୍ରଶଂସା

IMDb
0 46

ହେଟ ଷ୍ଟୋରୀ ୪ ଅଭିନେତ୍ରୀ ଉର୍ବଶୀ ରୌତେଲା ଫିଲ୍ମ ଠାରୁ ଏବେ ଦୂରରେ ସତ କିନ୍ତୁ ସୋସିୁଆଲ ମିଡିଆରେ ସେ ସର୍ବଦା ଆକ୍ଟିଭ ରହିଥାନ୍ତି । ନିକଟରେ ଉର୍ବଶୀଙ୍କ ଏକ ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଉର୍ବଶୀ ବେଲି ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି ।

ଉର୍ବଶୀ ଏହି ଭିଡିଓକୁ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୮ ଲକ୍ଷରୁ ଅଧିକ ଭ୍ୟୁଜ ମିଳିସାରିଛି । ତେବେ ଉର୍ବଶୀ ପ୍ରାକ୍ଟିସ ପାଇଁ ଡ୍ୟାନ୍ସ କରୁଛନ୍ତି କି କେଉଁ କାର୍ଯ୍ୟକ୍ରମ ପାଇଁ ତାହା ସ୍ପଷ୍ଟ କରିନାହାଁନ୍ତି । କିନ୍ତୁ ତାଙ୍କ ଫ୍ୟାନମାନଙ୍କୁ ତାଙ୍କ ବେଲି ଡ୍ୟାନ୍ସ ଖୁବ ପସନ୍ଦ ଆସିଛି ।

 

Come lets #bellydance ??. Tag ur partner ‼️‼️ _ _ _ #dance #love

A post shared by URVASHI RAUTELA ??Actor (@urvashirautela) on

ବଲିଉଡର ଫିଟନେସ କ୍ୱିନ ଉର୍ବଶୀ ନା କେବଳ ଡ୍ୟାନ୍ସ ଭିଡିଓ ଅପଲୋଡ କରିଥାନ୍ତି ତାହା ନୁହେଁ ବରଂ ନିଜର ୱାର୍କ ଆଉଟ ଭିଡିଓ ମଧ୍ୟ ଅପଲୋଡ କରିଥାନ୍ତି । ନିକଟରେ ସେ ଜିମରେ ୱାର୍କ ଆଉଟ ଭିଡିଓ ସେୟାର କରିଥିଲେ ଭିଡିଓରେ ସେ ୫୦ କିଲୋର ୱେଟ ଲିଫଟିଂ କରୁଥିବାର ଦେଖିବାକୁ ମିଳିଥିଲା ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More