Only for Entertainment

ବାସ୍ତୁ ବିଗାଡ଼ିପାରେ ଘରେ ଲଗାଇଥିବା ପରଦା, ଜାଣନ୍ତୁ କିଭଳି ଲଗାଇବେ

ponu super bazaar
30

ଘରେ ତ ଭିନ୍ନ ଭିନ୍ନ ପ୍ରକାରର ପରଦା ଲଗାଇବାକୁ ସମସ୍ତେ ପସନ୍ଦ କରନ୍ତି । କିନ୍ତୁ ଏହା ସହିତ ଯଡ଼ିତ କିଛି ବାସ୍ତୁ କଥାକୁ ଅଧିକାଂଶ ନଜର ଅନ୍ଦାଜ କରନ୍ତି । ତେବେ ଆସନ୍ତୁ ଜାଣିବା ବାସ୍ତୁ ଶାସ୍ତ୍ର ଅନୁସାରେ କେଉଁ ଦିଗ ଓ କୋଣରେ କେଉଁ ରଙ୍ଗର ପରଦା ଲଗାଇବା ଉଚିତ।

ଦକ୍ଷିଣ-ପଶ୍ଚିମ କୋଣରେ ସବୁଜ ଓ କଳା ରଙ୍ଗର ପରଦା ଲଗାଇବା ଉଚିତ।

ଅଗ୍ନି କୋଣରେ ଲାଲ୍‌, ମେରୁନ କିମ୍ୱା ସିନ୍ଦୂର ରଙ୍ଗର ପରଦା ଲଗାଇବା ଉଚିତ।

ଈଶାନ (ଉତ୍ତର-ପୂର୍ବ)କୋଣରେ ଧଳା, କ୍ରିମ୍ କିମ୍ୱା ହଳଦିଆ ରଙ୍ଗର ପରଦା ଲଗାନ୍ତୁ।

ଉତ୍ତର-ପଶ୍ଚିମ କୋଣରେ ନୀଳ, ପାଉଁସିଆ ଓ ବାଇଗଣୀ ରଙ୍ଗର ପରଦା ଲଗାନ୍ତୁ।

ବାସ୍ତୁ ଅନୁସାରେ ଏହିପରି ରଙ୍ଗର ପରଦା ଲଗାଇବା ଦ୍ୱାରା ପରିବାର ଶୁଭ ହୋଇଥାଏ । ଏହାଦ୍ୱାରା ଘରେ ସୁଖ-ଶାନ୍ତି ବଜାୟ ରହେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More