Only for Entertainment

ନାଭିରେ ତେଲ ଲଗାଇବା ଦ୍ୱାରା ଏକାଧିକ ସମସ୍ୟା ଦୂର ହୋଇଥାଏ । ଆପଣ ମଧ୍ୟ ଜାଣନ୍ତୁ ଏହାର ଉପକାରୀ ଗୁଣ ବିଷୟରେ ।

healthspectra.com
35

ପ୍ରାଚୀନ କାଳରେ ନାଭିରେ ହାତ ମାରି ରୋଗ ବିଷୟରେ ଜାଣି ହେଉଥିଲା । ଯାହା ଏବେ ଖୁବ ପୁରୁଣା ଚିକିତ୍ସା ହୋଇଯାଇଛି । ଆପଣ ମାନେ ବୋଧହୁଏ ଏହି ବିଷୟରେ ଖୁବ କମ ଜାଣିଥିବେ । ଆଜ୍ଞା ହଁ ଏହା କିନ୍ତୁ ପୂର୍ବ କାଳରୁ ଚାଲି ଆସୁଥିଲା,ଯାହାର ଖୁବ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ଏହା ସମସ୍ତେ ଜାଣନ୍ତି ମା ପେଟରେ ଶୁଶୁ ଥିବା ସମୟରେ ନାଭି ଦେଇ ସମସ୍ତ ପୋଷକ ତତ୍ତ୍ୱ ଶିଶୁ ଶରୀରକୁ ଯାଇଥାଏ । କିନ୍ତୁ କହିରଖୁଛୁଯେ ନାଭିରେ ତେଲ ଲଗାଇବା ଦ୍ୱାରା କେତେକ ପ୍ରକାରର ରୋଗରୁ ମୁକ୍ତି ମିଳିଥାଏ ।

  • ଯଦି ଆପଣଙ୍କ ତ୍ୱଚା ଶୁଷ୍କ ଦେଖାଯାଉଛି ତେବେ ତ୍ୱଚାକୁ କୋମଳ କରିବା ପାଇଁ ଦୁଗ୍ଧରେ ପ୍ରସ୍ତୁତ ଲହୁଣୀ କିମ୍ବା ଘିଅକୁ ନାଭିରେ ଲଗାନ୍ତୁ ।
  • ନାଭିରେ ତେଲ ଲଗାଇବା ଦ୍ୱାରା ବ୍ରଣ ମଧ୍ୟ ଭଲ ହୋଇଯାଏ । ନାଭିରେ ଲିମ୍ବ ତେଲ ଲଗାଇବା ଦ୍ୱାରା କୁଣ୍ଡାଇ ଭଳି ରୋଗ ଭଲ ହୋଇଯାଏ ।
  • ଲେମ୍ବୁରେ ତେଲ ଲଗାଇ ନାଭିରେ ଲଗାଇବା ଦ୍ୱାରା ମୁହଁରୁ ଦାଗ ଦୂର ହୋଇଯାଏ ।
  • ସୋରିଷ ତେଲକୁ ହାଲକା ଗରମ କରି ନାଭିରେ ଲଗାଇବା ଦ୍ୱାରା ଥଣ୍ଡା ଆଦି ସମସ୍ୟା ଦୂର ହୋଇଥାଏ ।
  • ରାତିରେ ଶୋଇବା ପୂର୍ବରୁ ନାଭିରେ ଦୁଇ ବୁନ୍ଦା ସୋରିଷ ତେଲ ଲଗାନ୍ତୁ । ଓଠ କୋମଳ ରହିବ ।
  • ନାଭିରେ ବାଦାମ ତେଲ ଲଗାଇବା ଦ୍ୱାରା କେଶ ମଜବୁତ ରହିବା ସହିତ ଝନ ମଧ୍ୟ ହୋଇଥାଏ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More