Only for Entertainment

ସୁଷମା ସ୍ୱରାଜଙ୍କ ସାମ୍ନାରେ ବିଦେଶୀ ମହିଳା ଗାଇଲେ ରାଜକପୁରଙ୍କ ଗୀତ, ଭିଡିଓ ହେଲା ଭାଇରାଲ !

khabarNDTV
0 43

କିଛି ଦିନ ପୂର୍ବେ ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ଅଷ୍ଟ୍ରେଲିଆର ଏକ ବ୍ୟକ୍ତି ଭୋଜପୁରୀ ଭାଷାରେ କଥା ହେଉଥିଲେ । ଯାହା ଖୁବ ଶେୟାର ହେବାରେ ଲାଗିଥିଲା । ଠିକ ସେହିଭଳି ଜଣେ ଚିନି ଝିଅ ତାମିଲରେ କଥା କହି ସମସ୍ତଙ୍କୁ ଚକିତ କରିଦେଇଥିଲା । ଏବେ ଏକ ଏଭଳି ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ବିଦେଶୀ ମହିଳା ରାଜ କପୂରଙ୍କ ଗୀତ ଗାଉଥିବାର ନଜର ଆସିଥିଲେ ।

ଭାରତର ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ସମ୍ମୁଖରେ ମହିଳା ଜଣକ ବିନ୍ଦାସ ଅନ୍ଦାଜରେ ଗୀତ ଗାଉଥିବାର ନଜର ଆସିଛନ୍ତି । ଯାହାକୁ ଦେଖି ଆପଣଙ୍କୁ ମଧ୍ୟ ମଜା ଲାଗିବ ।

ଏହି ସୋସିଆଲ ମିଡିଆରେ ଖୁବ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳିଛି ଯେ କିଭଳି ସୁଷମା ବିଦେଶୀ ମହିଳାଙ୍କ କାନ୍ଧରେ ହାତ ରଖିଛନ୍ତି ଏବଂ ମହିଳା ଜଣକ ଗୀତ ଗାଉଛନ୍ତି । ଏହି ଭିଡିଓକୁ ବିଦେଶ ମନ୍ତ୍ରଣାଳୟ ସ୍ପୋକପର୍ସନ ରବୀଶ କୁମାର ଶେୟାର କରିଛନ୍ତି । ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More