Only for Entertainment

‘ଷ୍ଟ୍ରିଟ ଡ୍ୟାନ୍ସର ଥ୍ରିଡି’ର ଟ୍ରେଲର ଲଂଚ ସମୟରେ ରାସ୍ତା ଉପରେ ଧୁମ ନାଚିିଲେ ବରୁଣ, ବାରମ୍ବାର ଦେଖା ଯାଉଛି ଏହି ଭିଡ଼ିଓ

hindirush
33

ବରୁଣ ଧୱନ ଷ୍ଟ୍ରିଟ ଡ୍ୟାନ୍ସର ଥ୍ରିଡିର ଟ୍ରେଲର ଲଂଚ ସମୟରେ ଖୁବ ଉତ୍ସାହିତ ଥିବାର ନଜର ଆସିଛି । ଫିଲ୍ମର ଟ୍ରେଲର ଲଂଚ ସମୟରେ ପୂରା ଟିମ ବସ ମାଧ୍ୟମରେ ମୁମ୍ବାଇରେ ରାଲି ବାହାର କରିଥିଲେ । ଯେଉଁଥିରେ ସେ ମୁମ୍ବାଇ ସଡ଼କରେ ଧୁମ ନାଚିଛନ୍ତି । ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡ଼ିଓରେ ବରୁଣ ୯୦ ଦଶକର ଗୀତରେ ନାଚ କରୁଥିବାର ଦେଖିବାକୁ ମିଳିଛି ।

 

 

View this post on Instagram

 

#VarunDhawan 🔥🔥🔥🔥

A post shared by Viral Bhayani (@viralbhayani) on

ଏହି ଭିଡ଼ିଓରେ କମେଂଟ ବର୍ଷା ହେଉଛି । ଡ୍ୟାନ୍ସ ଦେଖିବା ମାତ୍ରେ ପଦେ ନ ଲେଖି କେହି ରହି ପାରୁ ନାହାଁନ୍ତି । ଟ୍ରେଲର ଲଂଚ ସମୟରେ ବରୁଣ କହିଛନ୍ତିଯେ ଧର୍ମେଶ, ପୁନିତ ପାଠକ, ରାଘବ ଜୁଗଲ ଏବଂ ସଲମାନ ୟୁସୁଫ ଏବଂ ଆମେ ସମସ୍ତେ ସୁଟିଂ ସେଟରେ ପହଂଚି ସବୁବେଳେ ଏଭଳି ବ୍ୟବହାର କରୁଥିଲୁ ଯେପରି ଆମେ ବାସ୍ତବ ଡ୍ୟାନ୍ସର ।

ଏହା ସହିତ ନିର୍ଭୟା କେସର ଦୋଷୀ ମାନଙ୍କୁ କଠିନ ଦଣ୍ଡ ମିଳୁ ବୋଲି କହିଛନ୍ତି ବରୁଣ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More