ବରୁଣ ଧୱନ ଷ୍ଟାରର ‘ଷ୍ଟ୍ରିଟ ଡ୍ୟାନ୍ସର ଥ୍ରିଡି’ ଫଷ୍ଟ ଲୁକ ଲଂଚ, ଏହି ଦିନ ରିଲିଜ ହେବ ଟ୍ରେଲର
ବରୁଣ ଧାୱନ ଷ୍ଟାରର ଫିଲ୍ମ ‘ଷ୍ରିଟ ଡ୍ୟାନ୍ସର ଥ୍ରିଡି’ର ପ୍ରଥମ ପୋଷ୍ଟର ଲଂଚ ହୋଇ ସାରିଛି ଏବଂ ୧୮ ଡିସେମ୍ବରକୁ ଟ୍ରେଲର ରିଲିଜ ହେବ । ଏହି ଫିଲ୍ମରେ ବରୁଣଙ୍କ ସହିତ ଶ୍ରଦ୍ଧା କପୂର ମଧ୍ୟ ମୁଖ୍ୟ ଚରିତ୍ରରେ ନଜର ଆସିବେ ।
ଏହାର ପ୍ରଥମ ପୋଷ୍ଟରକୁ ବରୁଣ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଶେୟାର କରିଛନ୍ତି । କ୍ୟାପ୍ସନରେ ଲେଖିଛନ୍ତି ‘ବୁମ’ ।ତେବେ ଟ୍ରେଲର ରିଲିଜ ହେବା ପାଇଁ ମାତ୍ର ୭ ଦିନ ବାକି ରହିଲା ।
BOOM 💥 🎺🎤🎹🦍 #StreetDancer3D. Only 7️⃣ more sleeps for the trailer. Trailer out 1️⃣8️⃣dec
@TSeries @remodsouza @ShraddhaKapoor @PDdancing @Norafatehi @TheRaghav_Juyal @dthevirus31 @punitjpathak pic.twitter.com/iu2MAfpGB7
— Varun Dhawan (@Varun_dvn) December 12, 2019
ନିକଟରେ ବରୁଣ ଫିଲ୍ମର ସୁଟିଂ ଶେଷ କରିଛନ୍ତି । ତେବେ ଏଥିରେ କେତେକ ରିଅଲ ଷ୍ଟ୍ରିଟ ଡ୍ୟାନ୍ସରଙ୍କ କାହାଣୀକୁ ଦର୍ଶାଯିବ ବୋଲି ବରୁଣ ସୂଚନା ଦେଇଛନ୍ତି ।