Only for Entertainment

ରାସ୍ତାରେ ମିଳୁଛି ଏହି ସଙ୍କେତ,ଭାଗ୍ୟ ଚମକିବ ।

shutterstock
38

ବାସ୍ତୁରେ ବିଭିନ୍ନ ପ୍ରକାରର କଥା କୁହାଯାଇଛି । କେଉଁଟି ଭଲ ଏବଂ କେଉଁଟି ଖରାପ ତାହା ମଧ୍ୟ ଉଚିତ ଭାବରେ ଦର୍ଶାଯାଇଛି । ତେବେ ଆଜି ମଧ୍ୟ ଠିକ ସେହିଭଳି କିଛି କଥା ହେବା ଯାହା ବାସ୍ତୁରେ ବର୍ଣ୍ଣିତ ।

କୁହାଯାଏ ରାସ୍ତାରେ ଯଦି କୌଣସି ବୟସ୍କ ପୁରୁଷ ଏବଂ ମହିଳା ଦେଖାଯାଆନ୍ତି ତେବେ ପ୍ରଥମେ ସେମାନଙ୍କୁ ରାସ୍ତା ଛାଡ଼ିଦେବା ଉଚିତ । ଏହା ବ୍ୟତୀତ ହେବ ଯଦି କୌଣସି ପ୍ରକାରର ସହାୟତା କରିଦିଅନ୍ତୁ । ଏହା ଦ୍ୱାରା ତାଙ୍କ ଠାରୁ ଆଶୀର୍ବାଦ ମିଳିବ । ଏଭଳି କଲେ ବିଗିଡ଼ିଥିବା କାମ ମଧ୍ୟ ହୋଇଯିବ ।

ଯଦି ଘର ବାହାରେ କୌଣସି ରୋଗୀ ବା ରୋଗୀ ଯାଉଥିବା ଗାଡ଼ି ଦେଖନ୍ତି ତେବେ ରାସ୍ତା ଛାଡ଼ିଦେବା ଉଚିତ । ଏଭଳି କରିବା ଦ୍ୱାରା ବିଶେଷ କୃପା ମିଳିଥାଏ ।

ଯଦି ଆପଣଙ୍କ ରାସ୍ତାରେ କେହି ଭାରି ଭୋଝ ନେଇ ଯାଉଛି ତେବେ ପ୍ରଥମେ ତାଙ୍କୁ ରାସ୍ତା ଛାଡ଼ି ଦିଅନ୍ତୁ ।
ରାସ୍ତାରେ ବରଯାତୀ ଦେଖିଲେ ରାସ୍ତା ଛାଡ଼ି ଦିଅନ୍ତୁ । କୁହଯାଏ ସେହି ସମୟରେ ବରକୁ ଭଗବାନ ଶିବଙ୍କ ସହିତ ତୁଳନା କରାଯାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More