Only for Entertainment

କୁକୁରର ସ୍ୱଭାବରୁ ହୋଇଯାଆନ୍ତୁ ସତର୍କ, ନଚେତ ଘଟିପାରେ ଅଘଟଣ ।

cesar's way
0 44

ଅନେକ ଲୋକ ଘରେ କୁକୁର ପାଳିଥାଆନ୍ତି । କୁକୁର ମଣିଷଙ୍କର ପରମ ମିତ୍ର ଅଟେ । ଏମାନେ ଘରେ ରହିଲେ ଘରେ ଖୁସିର ମାହୋଲ ରହିଥାଏ ମାନ୍ୟତା ରହିଛି କୁକୁର ମଧ୍ୟରେ ୬ଷ୍ଠ ଇନ୍ଦ୍ରୀୟ ଶକ୍ତି ସକ୍ରିୟ ରହିଥାଏ, କାରଣ କୌଣସି ଅଘଟଣ ହେବା ପୂର୍ବରୁ ସେମାନଙ୍କୁ ତାହା ପୂର୍ବରୁ ଜଣା ପଡିଥାଏ ଏବଂ ସେମାନେ କାନ୍ଦିବା ଆରମ୍ଭ କରିଦିଅନ୍ତି । ଆପଣମାନେ ତ ଜାଣିଛନ୍ତି କୁକୁର କାନ୍ଦିବା ଅଶୁଭ ଅଟେ । ମାତ୍ର କେବଳ କାନ୍ଦିବା ନୁହେଁ ଏହାଛଡା ଆହୁରି ଅନେକ କିଛି କୁକର ମାନଙ୍କ ସଙ୍କେତ ରହିଛି ଯାହା ଅଶୁଭ ସଙ୍କେତ ସୂଚାଇ ଥାଏ । ଆସନ୍ତୁ ଜାଣିବା ସେ ସମ୍ପର୍କରେ କିଛି-

ଆକାଶ ଆଡକୁ ମୁହଁ କରି କୁକୁର ଭୋକିବାକୁ ଲାଗିଲେ ଏହା ଅଶୁଭ ହୋଇଥାଏ। ଏହା ଆଗାମୀ ଦିନରେ ପାଣିର ଅଭାବ ଦେଖାଯିବର ସଂକେତ ହୋଇଥାଏ।

How-to-prevent-dog-barking

କୌଣସି କାମରେ ଯାଉଥିଲେ ଯଦି ବାଟରେ କୁକୁର ଗଡିବାକୁ ଲାଗେ ତେବେ ଜାଣିବେ କାମରେ ନିଶ୍ଚିତ ଭାବେ ବାଧା ଉପୁଜିବ।

କୁକୁର ଯଦି ଯୋତା କିମ୍ୱା ଚପଲ ନେଇଯାଏ ତେବେ ସାବଧାନ ହୋଇଯାଆନ୍ତୁ। ଏହା ମଧ୍ୟ ବିପଦର ସଂକେତ। ଏହି ସମୟରେ ଯାତ୍ରା ପାଇଁ ବାହାରକୁ ଯାଉଥିଲେ ଯାତ୍ରା ସ୍ଥଗିତ କରିଦିଅନ୍ତୁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More