Only for Entertainment

ଘରର ବାସ୍ତୁଦୋଷ ଦୂର କରିବା ଲାଗି ଭଗବାନ ଗଣେଶଙ୍କ ସ୍ଥାପନା କରନ୍ତୁ କିଛି ଏଭଳି ।

realtymyths
0 53

ଯେଉଁ ଘରେ ଗଣେଶଙ୍କୁ ଆରାଧନା କରାଯାଏ ସେ ଘର ବାଧା-ବିଘ୍ନରୁ ଖୁବ ଦୂରରେ ଥାଏ । କାରଣ ଗଣେଶ ହେଉଛନ୍ତି ବିଘ୍ନହର୍ତା । ବାସ୍ତୁରେ ମାନ୍ୟତା ରହିଛି ଯେ ଯେଉଁ ଘରେ ସବୁବେଳେ ଗଣେଶଙ୍କୁ ପୂଜା କରାଯାଏ ସେ ଘରେ ବାସ୍ତୁ ଦୋଷ ରହେ ନାହିଁ ଏବଂ କାର୍ଯ୍ୟ ସିଦ୍ଧି ଲାଭ କରିଥାଏ ।

ଘରେ ସକାରାତ୍ମକ ଶକ୍ତି ପାଇଁ ଘରର ମୁଖ୍ୟ ଦ୍ୱାରରେ ଆମ୍ବ, ପିପଲ କିମ୍ବା ନିମ୍ବରେ ନିର୍ମିତ ଶ୍ରୀଗଣେଶଙ୍କ ମୂର୍ତ୍ତି ଲଗାନ୍ତୁ ।

ଘରର ମୁଖ୍ୟ ଦ୍ୱାରରେ ଗଣେଶଙ୍କ ମୂର୍ତ୍ତି କିମ୍ବା ଚିତ୍ର ଲଗାଇଛନ୍ତି ଠିକ ତା’ର ଅପର ପାଶ୍ୱର୍ରେ ଏଭଳି ଭାବେ ଗଣେଶଙ୍କ ମୂର୍ତ୍ତି ଲଗାନ୍ତୁ ଯେପରି ଦ୍ୱୟ ଗଣେଶଙ୍କ ପିଠି ମିଶିକି ରହିବ । ଭଗବାନ ଗଣେଶଙ୍କୁ ଏଭଳି ରଖିବା ଦ୍ୱାରା ଘରେ ସୁଖ ଶାନ୍ତି ପୂରି ରହିଥାଏ । ଏହା ଶୁଭ ଅଟେ ।

ganesha-sec-1

ଘରର ବାସ୍ତୁଦୋଷ ଦୁର କରିବା ଲାଗି କ୍ରିଷ୍ଟଲରେ ନିର୍ମିତ ଗଣେଶଙ୍କ ମୂର୍ତ୍ତି ସ୍ଥାପିତ କରନ୍ତୁ ।

ଘରେ ଧନ ଲାଭ ପାଇଁ ଉତ୍ତର ଦିଗରେ ଲକ୍ଷ୍ମୀ ଏବଂ ଗଣେଶଙ୍କ ମୂର୍ତ୍ତି ନାଲି ରଂଗର କପଡା ଉପରେ ସ୍ଥାପନା କରନ୍ତୁ ।

ଘରର ସୁଖ ଶାନ୍ତି ପାଇଁ ବସିଥିବା ଗଣେଶଙ୍କ ଚିତ୍ର ସ୍ଥାପନା କରନ୍ତୁ । ଏହି ଚିତ୍ରରେ ମୋଦକ କିମ୍ବା ଲଡ୍ଡୁ ଏବଂ ମୂଷା ହେବା ନିହାତି ଜରୁରୀ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More