Only for Entertainment

ଏହା ଏଭଳି ଏକ ଗଛ ଯିଏ ବଦଳାଇପାରେ ଆପଣଙ୍କ ଭାଗ୍ୟ ।

Khabar India TV
43

ଆଜିକାଲି ବାସ୍ତୁ ଶାସ୍ତ୍ର ପ୍ରଚଳନର ଲୋକପ୍ରିୟତା ବଢିଗଲାଣି । ସମସ୍ତେ ବାସ୍ତୁ ଅନୁସାରେ ପ୍ରତ୍ୟେକ କାମ କରିବାକୁ ପସନ୍ଦ କରୁଛନ୍ତି । ଏହାକୁ ନେଇ କେତେକ ଭ୍ରାନ୍ତ ଧାରଣା ମଧ୍ୟ ସୃଷ୍ଟି ହେଉଛି । ତେବେ ଭୁଲ ଭାବରେ ଯଦି ତାହାକୁ କାମରେ ପ୍ରୟୋଗ କରାଯାଏ ତେବେ ବିପରୀତ ଫଳ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ କରାଯାଏ ।

ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ପୂର୍ବ ଦିଗରେ ବରଗଛ ଲଗାଇବା ଦ୍ୱାରା ପରିବାରରେ ସୁଖ ଶାନ୍ତି ବଜାୟ ରହିଥାଏ ।

କଂଟା ଜାତୀୟ ଗଛ ଲଗାଇବା ଅନୁଚିତ । ଏହା ଦ୍ୱାରା ରୋଗ ମାଡ଼ିବସେ ।

ଘରର ଦକ୍ଷିଣ ଦିଗରେ ଫଳମାନଗଛ ଲଗାଇବା ଦ୍ୱାରା ଶୁଭଫଳ ମିଳିଥାଏ ।

ଉତ୍ତର ଦିଗରେ ଲେମ୍ବୁ ଗଛ ଲଗାଇଲେ ଆଖି ସମସ୍ୟା ଦେଖାଦିଏ ।

ପୂର୍ବ କିମ୍ବା ଉତ୍ତର ଦିଗରେ ଫଳମାନ ଗଛ ଲଗାଇଲେ ସନ୍ତାନ କଷ୍ଟ ଏବଂ ବୁଦ୍ଧିନାଶ ସମସ୍ୟା ଦେଖାଦିଏ ।

ତଳସୀ ଗଛକୁ ସବୁବେଳେ ଘରର ପୂର୍ବ କିମ୍ବା ଉତ୍ତର ଦିଗରେ ଲଗାଇବା ଉଚିତ ।

ସୌଜନ୍ୟ punjabkesari
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More