Only for Entertainment

ଏହି ବାସ୍ତୁ ଟିପ୍ସ ପୂର୍ବାପେକ୍ଷା ବଦଳାଇପାରେ ଆପଣଙ୍କ ଜୀବନ ।

AliExpress.com
73

ପ୍ରତିଦିନ ଆମେ ଆପଣଙ୍କୁ କିଛି ନା କିଛି ବାସ୍ତୁ ଟିପ୍ସ ବିଷୟରେ ଜଣାଇଥାଉ । ତେବେ ଆସନ୍ତୁ ଆଜି ମଧ୍ୟ ସେହିଭଳି କିଛି ଟିପ୍ସ ବିଷୟରେ ଆଲୋଚନା କରିବା ।

ଫେଙ୍ଗସୁଇ ଅନୁସାରେ ଡ୍ରାଗନକୁ ସକରାତ୍ମକ ଶକ୍ତିର ପ୍ରତୀକ କୁହାଯାଏ । ଏହାକୁ ରଖିବା ଦ୍ୱାରା ଆଳସ୍ୟ ଦୂର ହୋଇଥାଏ । କିନ୍ତୁ ଧ୍ୟାନ ରଖନ୍ତୁଯେ ଏହାକୁ କେବଳ ଅଫିସରେ ରଖିପାରିବେ, ଘରେ ନୁହେଁ । କାରଣ ଏହାକୁ ଘରେ ରଖିବା ଦ୍ୱାରା ଘର ଲୋକଙ୍କ ମଧ୍ୟରେ ଝଗଡ଼ା ହୋଇଥାଏ ।

କୁହାଯାଏ କ୍ରିଷ୍ଟାଲ ଗଛକୁ ଘରେ କିମ୍ବା ଅଫିସରେ ରଖିବା ଦ୍ୱାରା ସୁଖ ସମୃଦ୍ଧି ବଢିଥାଏ । ଏହାକୁ ରଖିବା ଦ୍ୱାରା ବ୍ୟବସାୟରେ ଉନ୍ନତି ଆସିଥାଏ ଏବଂ ସକରାତ୍ମକ ଶକ୍ତି ବଢିଥାଏ । ରହି ଯାଇଥିବା କାମ ହୋଇଯାଏ ।

ବାଉଁଶ ଗଛକୁ ଘରେ କିମ୍ବା ଅଫିସ ଉଭୟରେ ରଖିପାରିବେ । ଏହାକୁ ଅଫିସର ଟେବୁଲ ଉପରେ ରଖିଲେ ଶୁଭ ହୋଇଥାଏ । ଏହା ଦ୍ୱାରା ନକରାତ୍ମକ ଶକ୍ତିର ପ୍ରଭାବ ଦୂର ହୋଇଥାଏ । ଏହାକୁ ଘରର ପୂର୍ବ କିମ୍ବା ଦକ୍ଷିଣ ଦିଗରେ ରଖିବା ଉଚିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More