Only for Entertainment

ରବିବାର ଦିନ କରନ୍ତୁ ଏହି ପ୍ରୟାସ, ସୁଧୁରିଯିବ ସମସ୍ୟା !

NewIndianExpress
0 80

ଯଦି ଆପଣ ସବୁବେଳେ ଆର୍ଥିକ ଚିନ୍ତାରେ ରହୁଛନ୍ତି । ଏଥିପାଇଁ ଅନେକ ପ୍ରୟାସ କଲା ପରେ ବି ହାତରେ ଟଙ୍କା ରହୁନି । ତାହେଲେ ଆପଣଙ୍କ ପାଇଁ ଅଛି ଏକ ଉପାୟ । ଯଦି ରବିବାର ଦିନ କୁହାଯାଇଥିବା କିଛି ଉପାୟକୁ ଆପଣେଇ କାର୍ୟ୍ୟ କରିବେ ତ ଧନ ଓ ସମ୍ମାନ ପାଇପାରିବେ ।

ଜାଣନ୍ତୁ ଏହି ଉପାୟ –
ପ୍ରତି ରବିବାର ଦିନ ସୂର୍ୟ୍ୟଙ୍କୁ ଜଳ ଅର୍ପଣ ପୂର୍ବକ ପୂଜା କଲେ , ଧନଧାନ୍ୟ ଓ ସୁଖ ସମୃଦ୍ଧି ମିଳିଥାଏ ।

ରବିବାର ରାତିରେ ଶୋଇବା ସମୟରେ ଏକ ଗ୍ଲାସ ଦୁଗ୍ଧ ଭରି ନିଜର ମୁଣ୍ଡ ପାଖରେ ରଖି ଶୋଇଯା’ନ୍ତୁ । ସାବଧାନ , ଯେମିତି ନିଦରେ ଦୁଗ୍ଧ ଗ୍ଲାସକୁ ଢାଳି ନଦିଅନ୍ତି ।

ସକାଳେ ଉଠି ସ୍ନାନ ପରେ ଏହି ଦୁଗ୍ଧକୁ ନେଇ କୈାଣସି ବବୁଲ ଗଛର ମୂଳରେ ଢାଳି ଦିଅନ୍ତୁ ।

ପ୍ରତି ରବିବାର ଏମିତି କରନ୍ତୁ । ଆପଣଙ୍କ ଆର୍ଥିକ ସମସ୍ୟା ଦୂର ହୋଇଯିବ । ଆପଣ ଏକାବେଳେକେ ଯଶ ,ମାନ ଓ ଅର୍ଥର ଅଧିକାରୀ ହୋଇପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More