Only for Entertainment

ବାସ୍ତୁ ଦୋଷ ଦୂର କରିବାର କିଛି ସରଳ ଉପାୟ ଆସନ୍ତୁ ଜାଣିବା !

youtube
0 61

ଘରେ ଥିବା କୌଣସି ପ୍ରକାର ବାସ୍ତୁ ଦୋଷ ଦୂର କରିବା ପାଇଁ କିମ୍ବା ନିବାରଣ କରିବା ପାଇଁ ବାସ୍ତୁଦୋଷ ନିବାରକ ଯନ୍ତ୍ର ବ୍ୟବହାର କରିପାରିବେ । ଏହି ଯନ୍ତ୍ରକୁ ସ୍ଥାପନା ପଣ୍ଡିତ ଏବଂ ପୁରୋହିତଙ୍କ ଦ୍ଵାରା କରିବା ଉଚିତ ।

ବାସ୍ତୁ ଦୋଷକୁ ହ୍ରାସ କରିବା ଲାଗି ସ୍ବସ୍ତିକ, ମୁସଲିମ ଧର୍ମର 786 ଏବଂ ଖ୍ରୀଷ୍ଟ ଧର୍ମର କ୍ରସ ଚିହ୍ନ ଘର ମୁଖ୍ୟ ଦ୍ୱାର ରେ ଆଙ୍କିଲେ ସମସ୍ତ ବାସ୍ତୁ ଦୋଷ ଦୂର ହୋଇଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More