Only for Entertainment

ବୀରେ ଦି ୱେଡିଙ୍ଗ,କରୀନାଙ୍କ ଏଂଟ୍ରି ସିନ ଭାଇରାଲ ।

aajtak
0 37

ବୀରେ ଦି ୱେଡିଙ୍ଗ ଫିଲ୍ମ ରିଲିଜ ହେବା ପରେ ଏବେ ଫିଲ୍ମର କେତେକ ମଜାଦାର ଦୃଶ୍ୟ ଭାଇରାଲ ହେଉଛି । ବୀରେ ଦି ୱେଡିଙ୍ଗ ଫିଲ୍ମରେ ପରଦା ପଛରେ କରୀନାଙ୍କର ମଣ୍ଡପରେ ପ୍ରବେଶ କରିବାର ଏକ ଦୃଶ୍ୟ ଖୁବ ଭାଇରାଲ ହେବାରେ ଲାଗିଛି ।

ଫ୍ୟାନ କ୍ଲବ ଦ୍ୱାରା ସେୟାର କରାଯାଇଥିବା ଏହି ଭିଡ଼ିଓରେ କରୀନା ବଧୂ ବେଶରେ ନଜର ଆସିଛନ୍ତି । ଏହାପରେ ସେ ବିବାହ ମଣ୍ଡପରେ ପ୍ରବେଶ କରୁଛନ୍ତି । ତେବେ ଏହି ଭିଡ଼ିଓ ଫ୍ୟାନ୍ସଙ୍କର କ୍ରେଜକୁ ଅଧିକ ବଢାଇ ଦେଇଛି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛିଯେ ସେ ତାଙ୍କ ଭାଇ ନୁହେଁ ବରଂ ସାଙ୍ଗ ମାନଙ୍କ ସହିତ ପ୍ରବେଶ କରୁଛନ୍ତି । ତେବେ ଏହି ୱେଡ଼ିଙ୍ଗ ଆଧୁନିକ ରୟାଲ ୱେଡ଼ିଙ୍ଗ ଭାବେ ପରିବେଷଣ କରାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More