Only for Entertainment

ପରଦାକୁ ଫେରିବ ପୁଣି ଥରେ ବୀରେ ଦି ୱେଡୀଂ !

26

୨୦୧୮ ରେ ରିଲିଜ ହୋଇଥିବା ବିରେ ଦି ୱେଡିଂକୁ ନେଇ ଚର୍ଚ୍ଚା । ବକ୍ସ ଅଫିସରେ ଏହି ଓମେନ ସେଂଟ୍ରି ଫିଲ୍ମ ଭଲ ପ୍ରଦର୍ଶନ କରିଥିବା ବେଳେ ଏବେ ଏହାର ସେକେଣ୍ଡ ପାର୍ଟ ଆସିବାକୁ ଯାଉଛି ଯାହାକୁ ନେଇ ଏକ ଭିଡିଓ ଜରିଆରେ କରୀନା ସୂଚନା ଦେଇଛନ୍ତି । ଏହାର ଖବର ଆସିବା ପରେ ଫିଲ୍ମ କୁ ନେଇ ସମସ୍ତେ ବେସ ଉତ୍ସାହିତ ଥିବା ଜଣାପଡିଛି । ୨୦୧୮ ରେ ରିଲିଜ ହେଇଥିବା ଫିଲ୍ମ ବିରେ ଦି ୱେଡିଂ ପାର୍ଟ-୦୧ ରେ କରୀନା, ସୋନମ କପୁର, ସ୍ୱରା ଭାସ୍କର ଏବଂ ଶିଖା ତଲସାନିଆଙ୍କ ଜବରଦସ୍ତ କେମେଷ୍ଟି ଦେଖିବାକୁ ମିିଳିଥିଲା ଏବଂ ବଡ ପରଦାରେ ସେମାନଙ୍କ ଚରିତ୍ରକୁ ବି ଦର୍ଶକ ଖୁବ ପସନ୍ଦ କରିଥିଲେ ।

ଏବେ ଏହାର ସେକେଣ୍ଡ ପାର୍ଟର ଖବର ଆସିବା ପରେ ଫିଲ୍ମ ଟି କେମିତି ରହିବ ତା ଉପରେ ସମସ୍ତଙ୍କ ନଜର ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More