Only for Entertainment

ରିଲିଜ ହେଲା ‘ବୀରେ ଦି ୱେଡିଂ’ର ୪ର୍ଥ ଗୀତ, ଦେଖିବାକୁ ମିଳିବ ହିନ୍ଦୀ ମିକ୍ସ ପଂଜାବୀ ତଡକା ।

amarujala
0 58

ମଲ୍ଟିଷ୍ଟାରର ଫିଲ୍ମ ‘ବୀରେ ଦି ୱେଡିଂ’କିଛି ଦିନ ହେବ ଖୁବ ଚର୍ଚ୍ଚାରେ ରହି ଆସୁଛି । ଫିଲ୍ମର ୩ଟି ଗୀତ ରିଲିଜ ହେବା ପରେ ଏବେ ଫିଲ୍ମର ୪ର୍ଥ ଗୀତ ରିଲିଜ ହୋଇଛି । ଏହି ଗୀତର ନାଁ ରହିଛି ‘ଲାଜ ସରମ ହେ’ । ଏହି ଗୀତରେ ସୋନମ କପୁର, କରୀବର କପୁର,ସ୍ୱରା ଭାସ୍କର ଏବଂ ଶିଖା ତେଲସାନିଆଙ୍କ ଧୁଆଁଧାର କେମେଷ୍ଟ୍ରି ଦେଖିବାକୁ ମିଳିବ । ଦେଖନ୍ତୁ ଭିଡିଓ-

ଏହି ଗୀତରେ କଣ୍ଠଦାନ କରିଛନ୍ତି ଜସଲୀନ ରୟାଲ ଏବଂ ଦିବ୍ୟା କୁମାର । ଏହି ଗୀତକୁ ହ୍ୱାଇଟ ନଏଜ ଲେଖିଛନ୍ତି ଏବଂ କମ୍ପୋଜ ମଧ୍ୟ କରିଛନ୍ତି । ଗୀତଟି ହିନ୍ଦୀ ମିକ୍ସ ପଂଜାବୀ ତଡକାରେ ଶୁଣିବାକୁ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More