Only for Entertainment

ଟପ ଓପନର୍ସରେ ବୀରେ ଦି ୱେଡିଙ୍ଗ,ପ୍ରଥମ ଦିନରେ ଏତେ କୋଟି ।

aajtak
0 43

ଶଶାଙ୍କ ଘୋଷଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ବୀରେ ଦି ୱେଡ଼ିଙ୍ଗ’ ବକ୍ସ ଅଫିସରେ ଭଲ ଓପନିଙ୍ଗ କରିବାରେ ସଫଳ ରହିଛି । ଫିଲ୍ମ ପ୍ରଥମ ଦିନରେ ୧୦ କୋଟି ୭୦ ଲକ୍ଷ ରୋଜଗାର କରିଛି । ୩୦ କୋଟିରେ ନିର୍ମିତ ଏହି ଫିଲ୍ମ ବକ୍ସ ଅଫିସରେ ପ୍ୟାଡ଼ମ୍ୟାନ ଏବଂ ଫିଲ୍ମ ରେଡ଼ ଠାରୁ ଆଗରେ ରହିଛି ।

ପ୍ରଥମ ଦିନର ଆଲୋଚନା କଲେ ଜଣାଯିବଯେ ଫିଲ୍ମ ବର୍ଷର ତୃତୀୟ ଅଧିକ ରୋଜଗାର କରିଥିବା ଫିଲ୍ମ ହୋଇସାରିଛି । ଫିଲ୍ମକୁ କ୍ରିଟିକ୍ସ ଏବଂ ଦର୍ଶକଙ୍କ ଠାରୁ ଭଲ ରେସପନ୍ସ ମିଳୁଛି । ଏହି ବିଷୟରେ ତରନ ଆଦର୍ଶ ଟ୍ୱିଟ କରି ଜଣାଇଛନ୍ତି । ସେ ଏହା ମଧ୍ୟ ଲେଖିଛନ୍ତିଯେ ଏହି ଫିଳ୍ମ ଧାରାର ବିପରୀତ ଦିଗରେ ଯାଉଛି ।

ଫିଲ୍ମ ରିଲିଜ ହେବା ପରେ ଏହାର କେତେକ ମଜାଦାର ଦୃଶ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More