Only for Entertainment

ବିକ୍କୀ କୌଶଲଙ୍କ ସହିତ ବ୍ରେକ ଅପ ପରେ ଡିପ୍ରେସନରେ ହର୍ଲିନ ସେଠୀ ।

bollywood tadka
33

ବଲିଉଡ ଆକ୍ଟର ବିକ୍କୀ କୌଶଲ ତାଙ୍କ ପ୍ରୋଫେସନାଲ ଲାଇଫ ବ୍ୟତୀତ ଏବେ ପର୍ସନାଲ ଲାଇଫକୁ ନେଇ ମଧ୍ୟ ଚର୍ଚ୍ଚାରେ ଅଛନ୍ତି । ନିକଟରେ ଖବର ଆସିଥିଲାଯେ ବିକ୍କୀ ତାଙ୍କ ବ୍ୟକ୍ତିଗତ ଜୀବନରେ କିଛି ସ୍ପେସ ଚାହାଁନ୍ତି । ଏହି କାରଣରୁ ସେ ଗର୍ଲଫ୍ରେଣ୍ଡ ହର୍ଲିନ ସେଠୀଙ୍କ ସହିତ ସଂପର୍କ କାଟି ଦେଇଛନ୍ତି । କୁହାଯାଉଛି ବିକ୍କୀଙ୍କୁ ଏଭଳି ଲାଗୁଛି ଯେପରି ସେ କୌଣସି ଏ କ୍ଲାସ ହିରୋଇନଙ୍କୁ ଡେଟ କରିବା ଉଚିତ । ତେଣୁ ସେ ନିଜେ ଏହି କଥାର ଖୁଲାସା କରିଛନ୍ତିଯେ ସେ ସିଙ୍ଗଲ ଅଛନ୍ତି ।

ପିଙ୍କବିଲାର ରିପୋର୍ଟ ଅନୁସାରେ ହର୍ଲିନ ସେଠୀ ବ୍ରେକ ଅପ ପରେ ଡିପ୍ରେସନରେ ଅଛନ୍ତି । ବ୍ରେକ ଅପର ଏକ ସପ୍ତାହ ପୂର୍ବରୁ ବିକ୍କୀ ହର୍ଲିନଙ୍କୁ ବୁଝାଇଛନ୍ତିଯେ ସେ ନକରାତ୍ମକ ଶକ୍ତିରୁ ଦୂରେଇ ରହିବେ । ସେ ହର୍ଲିନଙ୍କୁ ଏହା ମଧ୍ୟ କହିଛନ୍ତିଯେ ରାଜକୁମାର ରାଓ ତାଙ୍କୁ ବୁଝାଇଛନ୍ତି ଲୋକ ବହୁତ କଥା କହିବେ, କିନ୍ତୁ ତାହାକୁ ଶୁଣିବା ଅନୁଚିତ । କହିରଖୁଛୁଯେ ବିକ୍କୀ ଖୁବଶୀଘ୍ର ଫିଲ୍ମ ତଖ୍ତରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More