Only for Entertainment

ଭାରତ-ଚୀନ ସୀମାରେ ସେନାମାନଙ୍କ ସହ ସମୟ ବିତାଉଛନ୍ତି ବିକ୍କି !

47

ଅଭିନେତା ବିକ୍କି କୌଶଲ ଅରୁଣାଚଳ ପ୍ରଦେଶର ତସ୍ୱାଙ୍ଗରେ ଭାରତ-ଚୀନ ସୀମାରେ ଭାରତୀୟ ସେନାଙ୍କ ସହ କିଛି ଦିନ ବିତାଉଛନ୍ତି, ଯାହାକୁ ନେଇ ସେ ଖୁବ ଉତ୍ସାହିତ ।

ଉରୀ: ଦ ସର୍ଜିକାଲ ଷ୍ଟ୍ରାଇକର ଅଭିନେତା ଜବାନଙ୍କ ସହ ନିଜର ଏକ ଫଟୋ ଇନଷ୍ଟାଗ୍ରାମରେ ଶେୟାର କରି ଲେଖିଛନ୍ତି ଯେ ଅରୁଣାଚଳ ପ୍ରଦେଶର ତୱାଙ୍ଗରେ ଭାରତ-ଚୀନ ସୀମାରେ ୧୪,୦୦୦ଫୁଟ ଉଚ୍ଚରେ ଭାରତୀୟ ସେନାଙ୍କ ସହ କିଛି ଦିନ ବିତାଇ ଖୁବ ଖୁସି ଅଛନ୍ତି । ଜୟ ଜବାନ, ଜୟ କିଶାନ ।


ବିକ୍କିଙ୍କ କାମ ବିଷୟରେ କହିବାକୁ ଗଲେ ପରଦାରେ ଉଦ୍ଧମ ସିଂଙ୍କ କାହାଣୀଙ୍କୁ ଜୀବନ୍ତ କରିବା ପାଇଁ ସେ ଜୋରଦାର ପ୍ରସ୍ତୁତିରେ ଲାଗିପଡିଛନ୍ତି । ଏହାସହ ମଶାନ’ର ଅଭିନେତା ପିରିୟଡ ଡ୍ରାମା ତଖ୍ତ, ଭୂତ ପାର୍ଟ ୱାନ- ଦ ହଂଟେଡ ଶିପ୍ରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More