Only for Entertainment

ଭାଇରାଲ ଭିଡିଓ: କୁନି ପୁଅର ଡ୍ୟାନ୍ସ ଆପଣଙ୍କୁ ମଧ୍ୟ କରିଦେବ ଇମୋସନାଲ

zee news
0 60

ବର୍ତ୍ତମାନ ଇଣ୍ଟରନେଟରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଏକ ଛୋଟ ପୁଅ ‘ତେରେ ନାମ’ ଗୀତରେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି । ଏହି ଭିଡିଓଟି ୪ ମାସ ତେଳେ ୟୁଟ୍ୟୁବରେ ଅପଲୋଡ କରାଯାଇଥିଲେ ମଧ୍ୟ ଲୋକେ ଏପର୍ଯ୍ୟନ୍ତ ଭିଡିଓରେ କମେଣ୍ଟ କରିବାରେ ଲାଗିଛନ୍ତି । ଏହି ଭିଡିଓକୁ ୧୮ ଲକ୍ଷରୁ ଅଧିକ ଭ୍ୟୁଜ ମିଳିସାରିଛି ।

ଦେଖନ୍ତୁ ଭିଡିଓ…

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More