Only for Entertainment

ମୁୁମ୍ବାଇ ରେଲୱେ ଷ୍ଟେସନରେ ଅଚାନକ ଡ୍ୟାନ୍ସ କରିବାକୁ ଲାଗିଲେ ମହିଳା, ଭାଇରାଲ ହେଲା ଭିଡିଓ !

khabarNDTV
0 65

ମୁମ୍ବାଇ ଏୟାରପୋର୍ଟରେ କିଛି ଏଭଳି ହୋଇଥିଲା ଯାହା ଦେଖି ଲୋକମାନେ ଖୁବ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ସେମିତିବି ଛତ୍ରପତି ଟର୍ମିର୍ନେସନ ସବୁବେଳେ ଭିଡ ଥାଏ । ଏହି ସମୟରେ କିଛି ମହିଳା ‘ରଂଗ ଦେ ବସନ୍ତି’ଗୀତରେ ଡ୍ୟାନ୍ସ କରିବାକୁ ଲାଗିଥିଲେ । ଯାହା ଦେଖିବା ପାଇଁ ଭିଡ ହୋଇଯାଇଥିଲା । ତାଙ୍କୁ ଦେଖି ଯାତ୍ରୀ ମାନେ ମଧ୍ୟ ଡ୍ୟାନ୍ସ କରିବାକୁ ଲାଗିଥିଲେ । ଏହି ଫ୍ଲାଶ ମବ ଖୁବ ପୂରୁଣା ଅଟେ ଯାହା ପୁଣି ଭାଇରାଲ ହେବାରେ ଲାଗିଛି । ୧୫ଅଗଷ୍ଟରେ ଏହି ଭିଡିଓ ପୋଷ୍ଟ କରାଯାଇଥିଲା, ଯାହା ପୁଣି ଥରେ ଭାଇରାଲ ହେବାରେ ଲାଗିଛି ।


ପାଖା ପାଖି ୫ମିନିଟର ଏହି ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଭିଡିଓର ଦେଖିବାକୁ ମିଳିଛି ଯେ ଯାତ୍ରୀମାନେ ଏହି ସୁଯୋଗକୁ ହାତ ଛଡା ନକରି ଡ୍ୟାନ୍ସ କରିବାକୁ ଲାଗିପଡିଛନ୍ତି । ଏହି ଭିଡିଓକୁ ବିଙ୍ଗ ହିନ୍ଦୁସ୍ତାନୀ ଗତ ବୁଧବାର ଫେସବୁକରେ ପୋଷଟ କରିଥିଲେ । ଏବେ ପର୍ଯ୍ୟନ୍ତ ଏହି ଭିଡିଓରେ ୪୦ଲକ୍ଷରୁ ଅଧିକ ଭ୍ୟୁ ମିଳି ସାରିଲାଣି । ୯୦ହଜାରରୁ ଅଧିକ କମେଂଟ ଏବଂ ୧ଲକ୍ଷରୁ ଅଧିକ ରିଆକ୍ସନ ଦେଖିବାକୁ ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More