Only for Entertainment

କୁକୁରର ମରିବା ଅଭିନୟରେ ବେଷ୍ଟଫ୍ରେଣ୍ଡ ଦେଲା ଏଭଳି ପ୍ରତିକ୍ରିୟା, ଦେଖନ୍ତୁ ଭିଡିଓ !

0 30

କୁକୁରକୁ ମଣିଷର ସବୁଠାରୁ ସଚ୍ଚୋଟ ବନ୍ଧୁ ମାନନ୍ତି । ଅନେକ ଥର ଏହି ପଶୁ ନିଜକୁ ପ୍ରମାଣ କରିସାରିଛନ୍ତି । ଏହି ଭିଡିଓକୁ ଦେଖିଲା ପରେ ଆପଣ ମଧ୍ୟ କହିବେ ଗୋଟେ କୁକୁର ଅନ୍ୟ କୁକୁରର ଭଲ ବନ୍ଧୁ ହୋଇ ପାରିବ । ଭିଡିଓରୁ ଜଣା ପଡୁଛି ଯେ କୁକୁର ସିନା କଥା ପହି ପାରେ ନାହିଁ ମାତ୍ର ତାର ଅନ୍ୟ ପ୍ରକ୍ରିୟା ସବୁ କଥା କହିଦିଏ ।

ଏହି ଭାଇରାଲ ଭିଡିଓରେ ଆପଣ ମଧ୍ୟ ଦେଖିପାରିବେ କିଭଳି ଆର୍ଚି ନାମକ ଏକ କୁକୁର ଜ୍ୟାକ ଆଗରେ ଛିଡା ହୋଇଛି । ସେ ଭୂଇଁରେ ପଡି ମରିବାର ନାଟକ କରୁଛି ।

Source: Pooch Plays Dead, But His Best Buddy Is Freaking Out by ViralHog

ଜ୍ୟାକ ବଡ ଭାଇ ଏବଂ ମାଲିକଙ୍କ ଅନୁସାରେ ଏଭଳି ମଜାକ କରିବାରେ ଲାଗିଛି । ଆର୍ଚି ଏହି ମରିବା ଅଭିନୟକୁ ସତ ଭାବି ନେଉଛି ।
ଭିଡିଓରେ ଆପଣ ଦେଖିପାରୁଥିବେ ଆର୍ଚିକୁ ଏହି ପରିସ୍ଥିତରେ ବୁଦ୍ଧିବାଟ ଦିଶୁ ନାହିଁ ଏବଂ ସେ ମଧ୍ୟ ଭାବୁଛି କିଭଳି ଭାବେ ଏହି ପରିସ୍ଥିତିକୁ ସାମ୍ନା କରିବ ଏବଂ ଭୁକିବାରେ ଲାଗିଛି । ଦୁଃଖୀ ଆର୍ଚିର ଏହି ଭିଡିଓକୁ ସୋସିଆଲ ମିଡିଆରେ ୧୩ହଜାର ଥର ରିଟ୍ୱିଟ କରାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More