Only for Entertainment

ଉଲଗ୍ନ ଅବସ୍ଥାରେ ବାଇକରେ ଯାଉଥିବା ମହିଳାଙ୍କ ଭିଡିଓ ଭାଇରାଲ, ଯାଂଚ କରୁଛି ପୁଲିସ !

2,129

ଇଂଟରନେଟରେ ଏକ ଏଭଳି ମହିଳାଙ୍କ ଭିଡିଓ ଦୃତଗତିରେ ଭାଇରାଲ ହେବାରେ ଲାଗିଛି , ଯିଏ କି ଉଲଗ୍ନ ଅବସ୍ଥାରେ ବାଇକରେ ବସିଥିବାର ନଜର ଆସିଛନ୍ତି । ବାଇକରେ ବସି ଥିବା ମହିଳାଙ୍କ ଏହି ଭିଡିଓ କର୍ଣ୍ଣାଟକର ବେଲଗାମ ବୋଲି ଶୁଣିବାକୁ ମିଳିଛି । ବିଭିନ୍ନ ସୋସିଆଲ ମିଡିଆରେ ଏହି ଭିଡିଓ ଚହଳ ପକାଇଛି ଯେ ମହିଳା ଜଣକ ବିନା କପଡାରେ ଉଲଗ୍ନ ଅବସ୍ଥାରେ ବାଇକରେ ବସିଛନ୍ତି । ଏହି ଭିଡିଓକୁ ଧ୍ୟାନ ଦେଇ ଦେଖିଲେ ଜଣା ପଡିଛି ଯେ ସେ ବାଇକ ଚଳାଉ ନାହାନ୍ତି ବରଂ ସେ ପଛରେ ବସିଛନ୍ତି ।

କିଛି ସମୟ ପରେ ଏହି ବ୍ୟକ୍ତି ବାଇକ ଚଳାଇ କିଛି ଦୂରରେ ଅଟକି ଯାଉଛନ୍ତି ଏବଂ ଗାଡିରୁ ଓହ୍ଲାଇ ପଡୁଛନ୍ତି । ଏହାପରେ ଦେଖିବାକୁ ମିଳିଛି ମହିଳା ଜଣକ ବାଇକକୁ ସମ୍ଭାଳିଛନ୍ତି । ତେବେ ଉଲଗ୍ନ ଅବସ୍ଥାରେ ଥିବା ମହିଳାଙ୍କ ବିଷୟରେ ଏବେ ପର୍ଯ୍ୟନ୍ତ କିଛି ଜଣା ପଡିନାହିଁ , ମାତ୍ର ପୁୂଲିସ କହିଛନ୍ତି ଯେ ଯଦି ଆଗକୁ ଏହି ମାମଲା ଉପରେ କେହି ମାମଲା ରୁଜୁ କରିବେ ତେବେ ଏ ସମ୍ପର୍କରେ ସେ ଭାବିବେ ।


ପୁଲିସ ଏହି ଘଟଣାକୁ ଅନ୍ୟ ସହରର ହୋଇଥାଇପାରେ ବୋଲି ଅନୁମାନ ଲଗାଇଛନ୍ତି । ଏହାର ତଦନ୍ତ ଜାରି ରହିଛି । ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । କାରଣ କିଛି ଦିନ ପୂର୍ବେ ଫ୍ଲୋରିଡାରେ ଜଣେ ମହିଳା ଉଲଗ୍ନ ଅବସ୍ଥାରେ ଜଣେ ମହିଳା ରାସ୍ତାରେ ଦୌଡୁଥିବା ବେଳେ ଗିରଫ ହୋଇଥିଲେ । ସେହି ମହିଳାଙ୍କୁ ସମ୍ପର୍କରେ ପଚରାଯିବାରୁ କହିଥିଲେ ନିଜକୁ ଏୟାର ଡ୍ରାଇ କରୁଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More