Only for Entertainment

ଟେବଲ ଉପରେ ଚଢି ଅଧ୍ୟାପକଙ୍କ ସହିତ ଲଜ୍ଜାଜନକ ବ୍ୟବହାର କଲେ ଛାତ୍ରୀ,ଭିଡ଼ିଓ ଦେଖିଲେ ଆଶ୍ଚର୍ଯ୍ୟ ହୋଇ ରହିଯିବେ ।

punjabkesari
22

ଆମେରିକାରେ ଏକ ଛାତ୍ରୀଙ୍କ ଦ୍ୱାରା ଅଧ୍ୟାପକଙ୍କ ପ୍ରତି ହୋଇଥିବା ଲଜ୍ଜାଜନକ ବ୍ୟବହାର ସାମ୍ନାକୁ ଆସିଛି । କାଲହାଉନ କାଂଉଟି ହାଇସ୍କୁଲରେ ହୋଇଥିବା ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।ସ୍କୁଲରେ କ୍ଲାସ ନେଉଥିବା ଜଣେ ଅଧ୍ୟାପକଙ୍କୁ ଜଣେ ଛାତ୍ରୀ ଗୋଇଠା ମାରିବା ସହିତ ଚାପୁଡ଼ା ମଧ୍ୟ ମାରିଛନ୍ତି ।ଏହି ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

 


ଭିଡ଼ିଓରେ ଦେଖିବାକୁ ମିଳିଛିଯେ ଛାତ୍ରୀ ଜଣକ କ୍ଲାସରେ ଟେବଲ ଉପରେ ଚଢି ଏଭଳି ବ୍ୟବହାର କରିଛନ୍ତି ।ଛାତ୍ରୀଙ୍କର ଏଭଳି ବ୍ୟବହାର ଦେଖି ଅନ୍ୟ ଛାତ୍ର ଛାତ୍ରୀମାନେ ହସୁଛନ୍ତି ।ଗୋଇଠା ମାରିବା ପରେ ଅଧ୍ୟାପକ ଯେତେବେଳେ ସିଟରୁ ଉଠିଲେ ନାହିଁ ଛାତ୍ରୀ ଜଣକ ତାଙ୍କୁ ଚାପୁଡ଼ା ମାରିଲେ ।ତେବେ ଏହି ଭିଡ଼ିଓ ଦେଖିବା ପରେ ଆପଣ ମଧ୍ୟ ନିହାତି ଆଶ୍ଚର୍ଯ୍ୟ ହୋଇ ଯାଇଥିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More