Only for Entertainment

ଭାରତକୁ ଆସିବ ବିବାଦିତ ‘ବିକିନୀ ଏୟାରଲାଇନ’, ଦିଲ୍ଲୀରୁ ଭରିବ ଉଡାଣ ।

DNA india
0 117

ଭିଏତନାମର ଭିୟରଜେଟ ଏୟାରଲାଇନ ନିଜ ନାଁ ଠାରୁ ଅଧିକ ‘ବିକିନୀ ଏୟାରଲାଇନ’ ନାମରେ ଜଣାଶୁଣା । ଏହି ଏୟାରଲାଇନ ଖୁବ ଶୀଘ୍ର ନିଜର ସେବା ଭାରତରେ ଆରମ୍ଭ କରିବାକୁ ଯାଉଅଛି । ଏୟାରଲାଇନ ଏଲାନ କରିଛନ୍ତି ଯେ ତାଙ୍କର ବିମାନ ନୂଆ ଦିଲ୍ଲୀ ଠାରୁ ଭିଏତନାମର ଚି ମିହ୍ ସିଟି ପର୍ଯ୍ୟନ୍ତ ରହିବ ।

ଏହି ସେବା ଚଳିତ ବର୍ଷ ଜୁଲାଇ କିମ୍ବା ଅଗଷ୍ଟ ମଧ୍ୟରେ ଆରମ୍ଭ ହୋଇଯିବାର ସମ୍ଭାବନା ରହିଛି । ବିଶେଷ ସୂତ୍ରରୁ ପ୍ରକାଶ ଯେ ଏହି ବିମାନ ସପ୍ତାହରେ ୪ଦିନ ଉଡିବ । ଆପଣଙ୍କୁ ଏଠାରେ କହି ରଖୁଛୁ ଯେ ଏହି ଏୟାରଲାଇନ ସେକ୍ସିଏସ୍ଟ ମାର୍କେଟିଂ ଅନ୍ତର୍ଗତକୁ ନେଇ ଜଣାଶୁଣା ଅଟେ । ଏହା ମହିଳା ଉଦ୍ୟୋଗକାରୀଙ୍କ ଦ୍ୱାରା ପ୍ରଚଳିତ ।

ଏହି ଏୟାରଲାଇନରେ ଉପସ୍ଥିତ ଏୟାରହଷ୍ଟେସଙ୍କ ପୋଷାକ ସିଇଓ “ଙ୍ଗୁୟେନ ଥି ଫୁଓଙ୍ଗ ଥାଓ”ଙ୍କ ଦ୍ୱାରା ବଛାଯାଇଛି । ଏଠାରେ ଆମେ କହି ରଖୁଛୁ ଯେ ଏହି ମହିଳା ଜଣକ ଭିଏତନାମର ପ୍ରଥମ ବିଲିଅନ ଏୟାର ମହିଳା ଅଟନ୍ତି । ଏହି ଏୟାରଲାଇନ ସକ୍କର ଟିମଙ୍କୁ ସ୍ୱାଗତ ଜଣାଇବା ଲାଗିବା ବିକିନୀ ପିନ୍ଧି ଚର୍ଚ୍ଚାକୁ ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More