Only for Entertainment

ଫିଲ୍ମ ‘ଘୋଷ୍ଟ’ର ଦ୍ୱିତୀୟ ଟ୍ରେଲର ରିଲିଜ, ଏତେ ଭୟଙ୍କର ଫିଲ୍ମ ଦେଖିବାକୁ ବାଧ୍ୟ କରିବ

bollywood tadka
20

ଫିଲ୍ମ ନିର୍ମାତା ବିକ୍ରମ ଭଟ୍ଟ ଇଣ୍ଡଷ୍ଟ୍ରିରେ ନିଜ ଭୟଙ୍କର ଫିଲ୍ମ ପାଇଁ ବେଶ୍ ଜଣାଶୁଣା । ତାଙ୍କ ଫିଲ୍ମ ହରର, ଥ୍ରିଲର ଏବଂ ସସପେନ୍ସରେ ଭରପୂର ହୋଇଥାଏ । ନିକଟରେ ସେ ତାଙ୍କର ଆଗାମୀ ଫିଲ୍ମ ଘୋଷ୍ଟକୁ ନେଇ କହିଛନ୍ତି ।

ଫିଲ୍ମର ଦ୍ୱିତୀୟ ଟ୍ରେଲରକୁ ନେଇ ସେ କହିଛନ୍ତିଯେ ତାଙ୍କର ଏହି ଭୟଙ୍କର ଫିଲ୍ମ ଲୋକଙ୍କୁ ଡରିବା ପାଇଁ ବାଧ୍ୟ କରୁଛି ଏବଂ ସମସ୍ତଙ୍କୁ ଫିଲ୍ମ ଖୁବ ପସନ୍ଦ ମଧ୍ୟ ଆସୁଛି । ଏହା ସହିତ ସେ କହିଛନ୍ତିଯେ ନିଃସନ୍ଦେହ ଭାବରେ ଦର୍ଶକ ଏହାକୁ ଦେଖିବେ ।

ବିକ୍ରମ ଭଟ୍ଟ ଏହି ଫିଲ୍ମ ମାଧ୍ୟମରେ ମୂତକ ବିଶ୍ୱାସ କରୁନଥିବା ଏବଂ ଭୟଙ୍କର ଫିଲ୍ମ ଦେଖିବାକୁ ପସନ୍ଦ କରୁଥିବା ଉଭୟ ଲୋକଙ୍କ ପାଇଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More