Only for Entertainment

ବିକ୍ରମ ମସ୍ତଲଙ୍କ ଫିଲ୍ମ ‘ସସପେନ୍ସ’ର ପ୍ରଥମ ଗୀତ ‘ଚଢ ଗଇ’ହେଲା ରିଲିଜ !

28

ବିକ୍ରମ ମସ୍ତଲଙ୍କ ଡେବ୍ୟୁ ଫିଲ୍ମ ‘ସସ୍ପେନ୍ସ’ର ପ୍ରଥମ ଗୀତ ରିଲିଜ ହୋଇଛି । ଏହା ଏକ ପାର୍ଟି ସଙ୍ଗ । ଗୀତଟିକୁ ସଂଜୟ ସୋନି ଗାଇଛନ୍ତି ଏବଂ ସଙ୍ଗୀତ ଦେଇଛନ୍ତି ସଂଜୟ-ଶେଖର । ଜି ମ୍ୟୁଜିକ ଦ୍ୱାରା ରିଲିଜ ହୋଇଥିବା ୟୁ-ଟୁୃ୍ୟବରେ ଏହି ଗୀତକୁ ଭଲ ରେସପନ୍ସ ମିଳିଛି । ଫିଲ୍ମ ୮ଫେବୃୟାରୀ ୨୦୧୯ରେ ରିଲିଜ ହେବ ।

ଏଠାରେ ଆମେ କହି ରଖୁଛୁ ଯେ, ଫିଲ୍ମର ନିର୍ଦ୍ଦେଶକ ଏବଂ ପ୍ରଯୋଜକ ଅଜୟ ଯାଦବ ୮ଫେବୃୟାରୀ ୨୦୧୯ରେ ନିଜ ବଲିଉଡ ଭେଂଚର ‘ସସପେନ୍ସ’ କୁ ସେରେମ ଫିଲ୍ମ ବ୍ୟାନରରେ ଲଂଚ କରିବେ, ଯେଉଁଥିରେ ବିକ୍ରମ ମସ୍ତଲ, ଅନ୍ତରା ବାନାର୍ଜୀ, ମଧୁମିତା ବିଶ୍ୱାସ , ଅରୁଣା ମଣ୍ଡୋଲା, ମନୀଷା ଜୈନ, ନୈନା ସେଟ୍ଟୀ ଏବଂ ଅନ୍ୟମାନେ ସାମିଲ ଅଛନ୍ତି । ଅଜୟଙ୍କ ଏହି ସସପେନ୍ସ ଫିଲ୍ମରେ ରୋମାଂଟିକ ଡ୍ରାମା ଏବଂ ଆକ୍ସନ ଉପରେ ଆଧାରିତ । ଅଜୟ ଯାଦବତାଙ୍କ ଫିଲ୍ମକୁ ରିଲିଜ କରିବା ପାଇଁ ଖୁବ ଉତ୍ସାହିତ ଅଛନ୍ତି ଏବଂ ଏବେ ଫିଲ୍ମର ପ୍ରମୋସନରେ ବ୍ୟସ୍ତ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More