Only for Entertainment

କାର ଦୁର୍ଘଟଣାରେ ଦୁଇ ବର୍ଷର ଝିଅକୁ ହରାଇଲେ ଭାଓଲିନିଷ୍ଟ ବଳଭାସ୍କର । ସାମ୍ନାକୁ ଆସିଲା ଦୁଃଖଦ ଘଟଣା ।

pinkvilla
0 106

ଜନପ୍ରିୟ ଭାଓଲିନିଷ୍ଟ ବଳଭାସ୍କରଙ୍କ ସହିତ ଏଭଳି କିଛି ହୋଇଛି ଯାହାକୁ ସେ ସାରା ଜୀବନ ଭୁଲିପାରିବେ ନାହିଁ । ମଙ୍ଗଳବାର ଅର୍ଥାତ ଆଜି ତିରୁଭନାନ୍ଥପୁରମ ଠାରେ ଏହି ଦୁର୍ଘଟଣା ଘଟିଛି । ବଳଭାସ୍କର,ପତ୍ନୀ ଏବଂ ଡ୍ରାଇଭର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି,କିନ୍ତୁ ଦୁର୍ଭାଗ୍ୟବଶତଃ ସେ ତାଙ୍କର ଦୁଇ ବର୍ଷର ଝିଅକୁ ଏହି ଦୁର୍ଘଟଣାରେ ହରାଇ ବସିଛନ୍ତି ।
ଖବର ଅନୁସାରେ ଗାଡ଼ିର ଭାରସାମ୍ୟ ହରାଇବାରୁ ଡ୍ରାଇଭର ଗାଡ଼ିଟିକୁ ଗଛରେ ପିଟି ଦେଇଥିଲେ,ଯାହା ଦ୍ୱାରା ଏହି ବିରାଟ ଦୁର୍ଘଟଣା ଘଟିଛି । ରିପୋର୍ଟ ଅନୁସାରେ ଏହି କପଲ ଥ୍ରିସୁରରେ ମନ୍ଦିରରେ ଦର୍ଶନ ସାରି ଫେରୁଥିବା ସମୟରେ ସକାଳ ପ୍ରାୟ ୪ଟା ୩୦ ରେ ଏହି ଘଟଣା ଘଟିଛି । ବଳଭାସ୍କର ତାଙ୍କ ଝିଅ ସହିତ ଡ୍ରାଇଭର ନିକଟରେ ଆଗ ସିଟରେ ବସିଥିବା ବେଳେ ତାଙ୍କ ସ୍ତ୍ରୀ ପଛ ସିଟରେ ବସିଥିଲେ ।

 

 

View this post on Instagram

 

When we turned one???????

A post shared by Balabhaskar Chandran (@balabhaskarchandran) on

 

 

View this post on Instagram

 

A post shared by Balabhaskar Chandran (@balabhaskarchandran) on

 

View this post on Instagram

 

Pic courtesy sandeep kumar?

A post shared by Balabhaskar Chandran (@balabhaskarchandran) on

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More