Only for Entertainment

ଭାଇରାଲ ହେଲା ଭଗବାନ ଶିବଙ୍କ ଫଟୋ,ନାସା ମଧ୍ୟ ହୋଇଗଲା ଆଶ୍ଚର୍ଯ୍ୟ ।

amarujala
0 53

ଭଗବାନଙ୍କ ଅସ୍ଥିତ୍ୱକୁ ତ ସମସ୍ତେ ବିଶ୍ୱାସ କରନ୍ତି । ଯେଉଁମାନେ ବିଶ୍ୱାସ କରନ୍ତି ସେମାନଙ୍କୁ ଆସ୍ତିକ ଏବଂ ଯେଉଁମାନେ ବିଶ୍ୱାସ କରନ୍ତି ନାହିଁ ସେମାନଙ୍କୁ ନାସ୍ତିକ କୁହାଯାଏ । କିନ୍ତୁ ସମସ୍ତେ ଭଗବାନ ଦେଖିବାକୁ ଚାହାଁନ୍ତି । ଯଦି ହଠାତ ଭଗବାନ ଦେଖାଦିଅନ୍ତି ତ ଯେ କୌଣସି ବ୍ୟକ୍ତରି ମଧ୍ୟ ଆନନ୍ଦର ସୀମା ରହିବ ନାହିଁ । ତେବେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାହାକୁ ଜାଣିବା ପରେ ନାସା ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛି । ତେବେ ଏଭଳି ଏକ ଫଟୋ ଦେଖାଦେଇଛି ଯେଉଁଥିରେ ସ୍ୱୟଂ ଭଗବାନ ଶିବ ବିରାଜମାନ । ତେବେ ସେହି ଫଟୋଟି ଏବେ ଖୁବ ଭାଇରାଲ ହେବାରେ ଲାଗିଛି ।

ବାସ୍ତବରେ କୈଳାଶ ପର୍ବତରେ ଭଗବାନ ଶିବଙ୍କର ଛାୟା ଦେଖାଯାଇଥିବା ଫଟୋଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଏଥିପାଇଁ ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇଯାଇଛନ୍ତି । ସୋସିଆଲ ମିଡିଆରୁ ମିଳିଥିବା ସୂଚନା ଅନୁସାରେ ମଣିକନ୍ଦନ ଜୀ ଆର ନାମକ ୟୁଟ୍ୟୁବ ଆକାଉଂଟ ଏହି ଭିଡିଓକୁ ସେୟାର କରିଥିଲା । ବିଭିନ୍ନ କୋଣରୁ କେତେକ ଫଟୋ ଉଠାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More