Only for Entertainment

ଏମପି-ଏମଏଲଏଙ୍କ ଜୋତା ଲଢେଇ: ଲୋକେ କହିଲେ ମୋ ଜୋତା ସବୁଠାରୁ ମଜଭୂତ !

30

ଇଂଟରନେଟରେ ଜୋତା ଜୋତା ନାରା ଜୋରଶୋରରେ ଲାଗିଛି । କାରଣ ବୁଧବାର ୟୁପିର ଏକ ବିଜେପି ସାଂସଦ ଅନ୍ୟ ଏକ ବିଜେପି ବିଧାୟକଙ୍କୁ ଜୋତାରେ ପିଟିଛନ୍ତି । ଅସଲରେ ଉତ୍ତରପ୍ରଦେଶର ସନ୍ତ କବିରନଗର ଜିଲ୍ଲାରେ ନିୟୋଜିତ ସମିତିର ବୈଠକ ଚାଲିଥିଲା । ସଭା ସମୟରେ ବିଜେପି ସାଂସଦ ଶରଦ ତ୍ରିପାଠୀ ଏବଂ ବିଜେପିର ବିଧାୟକ ରାକେଶ ସିଂ ବଘେଲଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ମାମଲା ଅତିରୁ ଇତି ହୋଇଗଲା ପରେ ସାଂସଦ ନିଜ ଜୋତା ଖୋଲି ବିଧାୟକଙ୍କୁ ଖୁବ ଛେଚିଥିଲେ ।

କିଛି ଲୋକ କହିଛନ୍ତି ବୈଠକକୁ ଯିବା ପୂର୍ବରୁ ସମସ୍ତେ ଜୋତା ଖୋଲି ଯିବା ଉଚିତ । ଆଜ୍ଞା ହଁ ବୈଠକରେ ବିନା ଫିତା ଥିବା ଜୋତା ଉପରେ ବ୍ୟାନ ଲଗାଯାଉ ବୋଲି କେହି କେହି କମେଂଟ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More