Only for Entertainment

ପଂଜାବୀ ସଙ୍ଗୀତ ‘ଆରୀ ଆରୀ’କୁ ଇଣ୍ଡିଆନ ସ୍ଟ୍ରିଟ ମେଟଲ ଦେଲେ ଏଭଳି ଅନ୍ଦାଜ, ଫ୍ୟାନ ହୋଇଗଲେ ଅଭିନେତ୍ରୀ ।

khabar NDTV
0 58

ପୁରୁଣା ପଂଜାବୀ ସଙ୍ଗୀତକୁ ନୂଆ ଅନ୍ଦାଜରେ ପରିବେଶଣ କରିବାର ଅନେକ ଉଦାହରଣ ଆପଣ ଦେଖିଥିବେ, ଏବଂ ଏହା ସବୁବେଳେ ପପୁଲାର ହୋଇଥାଏ ମଧ୍ୟ । ଏହି ଭିଡିଓ ଭାଇରାଲ ହୋଇଯାଏ । ଏହିଭଳି ଏକ ନୂଆ ପ୍ରୋଗ୍ରାମ ବଲିଉହ ନାଁରେ ୟୁଟ୍ୟୁବ ଚ୍ୟାନେଲର ଟିମ କରିଛନ୍ତି । ଇଣ୍ଡିଆନ ସ୍ଟ୍ରିଟ ମେଟଲ ନାମକ ଏକ ବ୍ୟାଣ୍ଡ ଟିମ ଖୁବ ସୁନ୍ଦର ଅନ୍ଦାଜରେ ସୁପରହିଟ ପଂଜାବୀ ସଙ୍ଗୀତ ‘ଆରୀ ଆରୀ’କୁ ନୂଆ ଅନ୍ଦାଜରେ ପ୍ରସ୍ତୁତ କରିଛନ୍ତି । ଏହି ସଙ୍ଗରେ ଭାରତୀୟ ଲୋକଙ୍କ ଜୀବନ ଶୈଳୀର ଝଲକ ଦେଖିବାକୁ ମିଳିଛି ।

ସେହିଭଳି ରାହୁଲ କୈରଙ୍କ ରାପ ଖୁବ ଜବରଦସ୍ତ ହୋଇଛି ଏବଂ ଏହି ରାପ ଗୀତକୁ ଆହୁରି ଶାନଦାର ବନାଇ ଦେଇଛି । ଖାସ କଥା ହେଉଛି ବଲିଉଡ ଏବଂ ସାଉଥର ନାୟିକା ଇଲିଆନା ଡିକ୍ରୁଜଏହି ଗୀତକୁ ଖୁବ ପ୍ରଶଂସା କରିଛନ୍ତି । ଇଣ୍ଡିଆନ ସ୍ଟ୍ରିଟ ମେଟଲ ଅଦ୍ଭୁତ ମ୍ୟୁଜିକ ବ୍ୟାଣ୍ଡ ଅଟେ ଏବଂ ପାଶ୍ଚାତ୍ୟ ଏବଂ ଭାରତୀୟ ସଙ୍ଗୀତର ଖୁବ ଭଲ ବ୍ୟବହାର କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More