Only for Entertainment

ନାତୁଣୀର ଡ୍ୟାନ୍ସରେ ଏଭଳି ରିଆକ୍ସନ ଦେଲେ ଜେଜେମା,ହସ ବନ୍ଦ କରିପାରିବେ ନାହିଁ ।

punjab keasari
29

ପ୍ରସିଦ୍ଧ ହେବା ପାଇଁ ଆଜିକାଲି ସୋସିଆଲ ମିଡିଆ ଏକ ଭଲ ପ୍ଲାଟଫର୍ମ ।ଲୋକ କିଛି ମଧ୍ୟ କରି ତାହାକୁ ଫେସବୁକରେ ପୋଷ୍ଟ କରି ଦେଉଛନ୍ତି । ଯଦି ତାହା ଳେଶକଙ୍କୁ ପସନ୍ଦ ଆସିଯାଉଛି ତେବେ ତାହା ଭାଇରାଲ ହୋଇଯାଉଛି । ଏଭଳି କିଛି ହୋଇଛି ଯେତେବେଳେ ଜେଜେମା ଓ ନାତୁଣୀଙ୍କ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ଭିଡ଼ିଓ ଦେଖି ଲୋକ ହସିବା ଆରମ୍ଭ କରି ଦେଉଛନ୍ତି । ଭିଡ଼ିଓରେ ନାତୁଣୀ ଜେଜେମା ସହିତ ର‌୍ୟାପ ଗୀତରେ ଡ୍ୟାନ୍ସ କରୁଛନ୍ତି ଯାହାକୁ ଲୋକ ଖୁବ ପସନ୍ଦ ମଧ୍ୟ କରିଛନ୍ତି ।

ଉରିୟମ ସେହି ଭିଡ଼ିଓକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଏବଂ କ୍ୟାପ୍ସନରେ ଲେଖିଛନ୍ତିଯେ ସେ ଭାବିଲେ ବୋଧ ହୁଏ ତାଙ୍କ ଜେଜେମା ତାଙ୍କୁ ମାରିବାକୁ ଆସୁଛନ୍ତି । କିନ୍ତୁ ଏହାପରେ ନାତୁଣୀ ଜେଜେମାକୁ ଡ୍ୟାନ୍ସ କରିବାକୁ କହୁଛି ଏବଂ ଜେଜେମା ମଧ୍ୟ ଡ୍ୟାନ୍ସ କରୁଛନ୍ତି । ଯଦିଓ ଭିଡ଼ିଓକୁ ଖୁବ ପସନ୍ଦ କରାଯାଉଛି ତଥାପି ଜଣାପଡ଼ିନାହିଁ ଏହି ଭିଡ଼ିଓ କେଉଁ ସ୍ଥାନର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More