Only for Entertainment

ଯେତେବେଳେ ସୁଟିଂ ସେଟରେ ପ୍ରିୟଙ୍କା ଏବଂ ଦୀପିକାଙ୍କ ମଧ୍ୟରେ ହୋଇଥିଲା ଝଗଡ଼ା, ଭିଡିଓ ଭାଇରାଲ ।

bollywood tadka
0 49

ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ଦୀପିକା ପାଦୁକୋନଙ୍କର ଏକ ପୁରୁଣା ଭିଡିଓ ଇଂଟରନେଟରେ ଖୁବ ଭାଇରାଲ ହେଉଛି । ଭିଡିଓରେ ପ୍ରିୟଙ୍କା ଏବଂ ଦୀପିକାଙ୍କ ମଧ୍ୟରେ ଏକ କ୍ୟୁଟ ଝଗଡ଼ା ଦେଖିବାକୁ ମିଳିଛି । ବାସ୍ତବରେ ଏହି ଭିଡିଓଟି ଫିଲ୍ମ ବାଜିରାଓ ମସ୍ତାନୀର ସୁଟିଂ ସମୟର ।

ବାସ୍ତବରେ ଦୁଇଜଣଙ୍କ ମଧ୍ୟରେ କୌଣସି କଳି ଝଗଡ଼ା ନାହିଁ । ଦେଖନ୍ତୁ ଭିଡିଓ ।

 

 

#Throwback Making of Pinga ? So cute ? @deepikapadukone @priyankachopra

A post shared by Priyanka Chopra FC (@_priyankachopra) on

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More