Only for Entertainment

ସ୍ୱାମୀ ବିରାଟଙ୍କ ସହ ସ୍ୱାଗ ଲୁକରେ ନଜର ଆସିଲେ ଅନୁଷ୍କା !

33

ବଲିଉଡ ଅଭିନେତ୍ରୀ ଅନୁଷ୍କା ସେଟ୍ଟି ସ୍ୱାମୀ ବିରାଟଙ୍କ ସହ ସୋସିଆଲ ମିଡିଆରେ ଅନେକ ସମୟରେ ଫଟୋ ଶେୟାର କରନ୍ତି । ଦୁହିଁଙ୍କ ଫଟୋ ଚାହୁଁ ଚାହୁଁ ଖୁବ ଶୀଘ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଯାଏ । ନିକଟରେ ବିରାଟ ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି । ଏଥିରେ ପତ୍ନୀଙ୍କ ସହ ବିରାଟ ପ୍ରାଇଭେଟ ଜେଟ ସମ୍ମୁଖରେ ଛିଡା ହୋଇଥିବାର ନଜର ଆସିଛନ୍ତି । ଏହି ଫଟୋରେ ଷ୍ଟାଇଲିସ ଲୁକ ଏବଂ ଅନ୍ଦାଜରେ ନଜର ଆସିଛନ୍ତି । ବିରାଟ ବ୍ଲାକ ଆଉଟଫିଟରେ ହ୍ୟାଣ୍ଡସମ ନଜର ଆସୁ୍ଥିବା ବେଳେ ଅନୁଷ୍କା ଧଳା ଟି-ସାର୍ଟ ଏବଂ ରିପଡ ଜିନ୍ସରେ ନଜର ଆସିଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ଅନୁଷ୍କା ତାଙ୍କ ସ୍ୱାମୀ ବିରାଟଙ୍କ ସହ ସମୟ ବିତାଇବା ପାଇଁ ସବୁବେଳେ ସମୟ ବାହାର କରୁଛନ୍ତି । ଟିମ ଇଣ୍ଡିଆ ସହ ବିରାଟ ବିଦେଶ ମ୍ୟାଚ ଖେଳିବାକୁ ଗଲେ ଅନୁଷ୍କା ମଧ୍ୟ ତାଙ୍କ ସହ ଯାଉଛନ୍ତି । ବିରୁଷ୍କା ଏବେ ଛୁଟି ବିତାଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More