Only for Entertainment

ଏତେ ବଡ଼ ମିଛ କହି ବିବାହ କରିଛନ୍ତି ବିରାଟ-ଅନୁଷ୍କା । ୧ ବର୍ଷ ପରେ ସାମ୍ନାକୁ ଆସିଲା ସତ୍ୟତା ।

bollywood tadka
89

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ନିକଟରେ ଏକ ବଡ଼ ମାଗାଜିନ ଭୋଗକୁ ଇଂଟରଭ୍ୟୁ ଦେଇଛନ୍ତି । ସେଠାରେ ସେ ତାଙ୍କ ବ୍ୟକ୍ତିଗତ ଜୀବନକୁ କିଛି କଥାର ଖୁଲାସା କରିଛନ୍ତି । ସବୁଠାରୁ ଖାସକଥା ହେଉଛି ସେ ତାଙ୍କ ସିକ୍ରେଟ ୱେଡିଙ୍ଗର ରାଜ ଖୋଲିଛନ୍ତି । ସେ କହିଛନ୍ତିଯେ ବିବାହକୁ ସିକ୍ରେଟ ରଖିବା ପାଇଁ ସେ କ୍ୟାଟରରଙ୍କୁ ଭୁଲ ନାମ କହିଥିଲେ । ସେ ଏହା ମଧ୍ୟ କହିଲେଯେ ଆମେ ହୋମ ଷ୍ଟାଇଲ ୱେଡିଙ୍ଗ ଚାହୁଁଥିଲୁ । ଆମ ବିବାହରେ କେବଳ ୪୨ ଜଣ ଲୋକ ଉପସ୍ଥିତ ଥିଲେ । ସମସ୍ତେ ବନ୍ଧୁ ଏବଂ ପରିବାର ବର୍ଗ । ମୁଁ ବଡ଼ ସେଲିବ୍ରେଟୀ ୱେଡିଙ୍ଗ ଚାହୁଁନଥିଲି । କ୍ରାଟରରକୁ ବିରାଟ ତାଙ୍କ ନାମ ରାହୁଲ କହିଥିଲେ ।

କହିରଖୁଛୁଯେ ବିରୁଷ୍କା ୧୧ ଡିସେମ୍ବର ୨୦୧୭ରେ ବିବାହ କରିଥିଲେ । ବିବାହକୁ ସଂପୂର୍ଣ୍ଣ ଭାବରେ ସିକ୍ରେଟ ରଖା ଯାଇଥିଲା । ବିବାହ ପରେ ଫଟୋ ଆସିବା ପରେ ଜଣାଗଲାଯେ ଦୁଇ ଜଣ ବିବାହ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More