Only for Entertainment

‘ଆଜ ଫିର ଜୀନେ କି ତମନ୍ନା ହୈ’ ଗୀତରେ ୮୧ ବର୍ଷର ବହିଦାଙ୍କ ସହିତ ଜବରଦସ୍ତ ଡ୍ୟାନ୍ସ କଲେ ଶିଲ୍ପା ।

bollywood tadka
32

୬୦ ଦଶକର ସୁନ୍ଦର ଏବଂ ସଫଳ ଅଭିନେତ୍ରୀ ବହିଦା ରେହମନ ଏବଂ ଆଶା ପାରିକ ଗତ ରବିବାରକୁ ସୁପର ଡ୍ୟାନ୍ସର ଚାପଟର ଥ୍ରି’ରେ ପହଂଚିଥିଲେ । ଏହି ସମୟରେ ବହିଦା ଏବଂ ଆଶା ଫିଲ୍ମ ଦୁନିଆର କେତେକ ଇଂଟ୍ରେଷ୍ଟିଙ୍ଗ କଥା କହିଲେ । ଶୋ ସେତେବେଳେ ଅଧିକ ସୁନ୍ଦର ଲାଗିଲା ଯେତେବେଳେ ଶିଳ୍ପା ସେଟ୍ଟୀଙ୍କ ଅନୁରୋଧରେ ୮୧ ବର୍ଷର ବହିଦା ରହମନ ଗାଇଡ ଫିଲ୍ମର କ୍ଲାସିକଲ କାଂଟୋ ସେ ଖିଂଚ କେ ୟେ ଆଂଚଲ ଗୀତରେ ଡ୍ୟାନ୍ସ କଲେ ।

ବହିଦାଙ୍କୁ ନିଜର ଗୁରୁ ଭାବୁଥିବା କଥା କହିଛନ୍ତି ଶିଲ୍ପା । ତେଣୁ ସେ ବହିଦାଙ୍କୁ ଅନୁରୋଧ କରି କହିଲେ ଯଦି ଆପଣ ମୋତେ ସାମାନ୍ୟ ମଧ୍ୟ ଶିଖାଇ ଦେବେ ତେବେ ମୁଁ ଧନ୍ୟ ହୋଇଯିବି ।

ଶିଳ୍ପାଙ୍କକଥା ଶୁଣି ବହିଦା ମଂଚ ଉପରକୁ ଆସିଲେ । କେବଳ ଡ୍ୟାନ୍ସ ନୁହେଁ ବରଂ ବହିଦା ସେଠାରେ ଗୀତ ମଧ୍ୟ ଗାଇଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More