Only for Entertainment

‘ୱାର’ ପୋଷ୍ଟର ରିଲିଜ, ପ୍ରଥମ ଥର ଏକା ସାଙ୍ଗରେ ନଜର ଆସିବେ ଟାଇଗର-ହ୍ରିତିକ

hindi rush
112

ହ୍ରିତିକ ରୋଶନ ଏବଂ ଟାଇଗର ସ୍ରଫଙ୍କ ଅଭିନୀତ ଫିଲ୍ମ ୱାର’କୁ ଦର୍ଶକ ଖୁବ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଫିଲ୍ମର ଟିଜର ରିଲିଜ ହୋଇ ସାରିଛି । ଆଜି ନିର୍ମାତା ଏହାର ପ୍ରଥମ ଲୁକ ପୋଷ୍ଟ କରିଛନ୍ତି । ପୋଷ୍ଟରରେ ହ୍ରିତିକ ଏବଂ ଟାଇଗରଙ୍କ ବ୍ୟତୀତ ବାଣୀ କପୂର ମଧ୍ୟ ନଜର ଆସିଛନ୍ତି ।

 

 

View this post on Instagram

 

This #WAR will only have one winner. @hrithikroshan ready to lose it all? #HrithikvsTiger #TeamTiger @_vaanikapoor_ @itssiddharthanand @yrf

A post shared by Tiger Shroff (@tigerjackieshroff) on


ଟାଇଗର ସ୍ରଫ ଏହି ଫିଲ୍ମରେ ତାଙ୍କର ପ୍ରଥମ ପୋଷ୍ଟର ଶେୟାର କରି କ୍ୟାପ୍ସନରେ ଲେଖିଛନ୍ତି, ଏହି ଲଢେଇରେ କେବଳ ଜଣେ ବିଜେତା ହେବ, ହ୍ରିତିକ ରୋଶନ ତୁମେ ଏଥିପାଇଁ ପ୍ରସ୍ତୁତ? ଏହା ଉତ୍ତରରେ ହ୍ରିତିକ ଲେଖିଛନ୍ତି, ଟାଇଗର ସ୍ରଫ ଏହା ଲଢେଇ, ମୋ ଶବ୍ଦ ଠାରୁ ଅଧିକ ମୋ ପ୍ରତିକ୍ରିୟା କହିବ । ୨ ଅକ୍ଟୋବରକୁ ଦେଖାହେବ ।

 

କହିରଖୁଛୁ ଫିଲ୍ମ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସିନେମା ଘରେ ରିଲିଜ ହେବ । ଏହା ହିନ୍ଦୀ ସହିତ ତେଲୁଗୁ ଏବଂ ତାମିଲ ଭାଷାରେ ମଧ୍ୟ ରିଲିଜ ହେବ । ଫିଲ୍ମର ନିର୍ମାତା ହେଉଛନ୍ତି ଆଦିତ୍ୟ ଚୋପ୍ରା ଏବଂ ନିର୍ଦ୍ଦେଶକ ହେଉଛନ୍ତି ସିଦ୍ଧାର୍ଥ ଆନନ୍ଦ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More