Only for Entertainment

ଏହି ୭ଟି ଜିନିଷକୁ ଧୋଇବା ସମୟରେ ଆପଣ ମଧ୍ୟ କରନ୍ତି ଭୁଲ,ଜାଣନ୍ତୁ ଠିକ ଉପାୟ ।

indianhealthyrecipes.com
48

ଅଧିକାଂଶ ସମୟରେ କେଉଁ ପରିବା ବା ଫଳକୁ କିଭଳି ଧୋଇବା ଉଚିତ ସେଥିରେ ଆପଣ ଭୁଲ କରନ୍ତି । ତେବେ ଆମେ ଆପଣଙ୍କୁ ଆଜି କହିବୁ ତାହାକୁ ନେଇ କିଛି ସଧୋରଣ କଥା । ଯାହା ଦ୍ୱାରା ଆପଣ ଜାଣିପାରିବେଯେ କିଭଳି ଆପଣ ପରିବା ବା ଫଳ ଆଦିକୁ ଧୋଇବେ । ଆସନ୍ତୁ ଆଲୋଚନା କରିବା ।

ଫ୍ରୋଜେନ ଫଳ ବା ପରିବା-
ଅଧିକାଂଶ ଲୋକ ଫ୍ରୋଜେନ ଫଳ ବା ପରିବାକୁ ଖାଇବା ପୂର୍ବରୁ ଧୋଇ ନଥାନ୍ତିଚିନ୍ତୁ ଏହା ଦ୍ୱାରା ସ୍ୱାସ୍ଥ୍ୟକୁ କ୍ଷତି ପହଂଚିପାରେ ।ତେଣୁ ଏହି ଭୁଲ ନ କରି ଖାଇବା ପୂର୍ବରୁ ଏହାକୁ ଧୋଇକରି ଖାଆନ୍ତୁ ।

ପତ୍ରକୋବି ବା ଫୁଲ କୋବି-
ଏହିଭଳି ସବୁଜ ପରିବାରେ ଟେପବାର୍ମ ଥାଏ ।ଯାହା ରୋଷେଇ ପରେ ମଧ୍ୟ ମରନ୍ତି ନାହିଁ ।ଯାହାପରେ ମସ୍ତିଷ୍କକୁ ନେଇ ଗମ୍ଭୀର ରୋଗ ସୃଷ୍ଟି କରନ୍ତି ।ତେଣୁ ଏହି ପରିବାକୁ କାଟିବା ପୂର୍ବରୁ ଗରମ ପାଣିରେ ପୋଟାସିୟମ ପର୍ମାଙ୍ଗାନେଟ ମିଶାଇ ଭିଜାନ୍ତୁ । ଏବଂ ପରେ ଗରମ ପାଣିରେ ଧୁଅନ୍ତୁ ।ଏହା ଦ୍ୱାରା କିଛି ପ୍ରତିଶତ ପର୍ଯ୍ୟନ୍ତ ଜୀବାଣୁ ମରିଯାଏ ।

ନନଭେଜ-
ରୋଷେଇ ଘରେ ଏହାକୁ ଧୋଇବା ଦ୍ୱାରା ବ୍ୟାକ୍ଟେରିଆ ଖେଳିଯାଏ । ଯାହା ଦ୍ୱାରା ସମସ୍ୟା ବଢିଯାଏ । ଅବଶ୍ୟ ମାଛ ରାନ୍ଧିବା ସମୟରେ ତାପମାତ୍ରା ଯୋଗୁଁ ବ୍ୟାକ୍ଟେିରିଆ ମରିଯାଏ ।ତେବେ ଏହାକୁ ଧୋଇବା ସମୟରେ ସାବଧାନ ହେବା ଉଚିତ ।

ସେଓ-
ଏହା ଶରୀର ପାଇଁ ଖୁବ ହିତକରକ । କିନ୍ତୁ ଏହାକୁ ଖାଇବା ପୂର୍ବରୁ ଭଲ ଭାବରେ ଧୋଇବା ଉଚିତ ।ଏହାକୁ ଖାଇବା ପୂର୍ବରୁ ୧୨ ମିନିଟ ପର୍ଯ୍ୟନ୍ତ ବେକତି ସୋଢାରେ ପାଣିରେ ଭିଜାଇ ରଖନ୍ତୁ । ଏହା ଦ୍ୱାରା କେମିକଲ ଏବଂ ବ୍ୟାକ୍ଟେରିଆ ମରିଯିବେ । ଏହାପରେ ପୁଣିଥରେ ଧୋଇ ଖାଆନ୍ତୁ ।

ପରିବା-
ଏହାକୁ ସାଧା ପାଣି ଅପେକ୍ଷା ଲୁଣ ପାଣିରେ ଧୁଅନ୍ତୁ । ଗରମ ପାଣିରେ ଅଧ ଚାମଚ ଲୁଣ ପକାଇ ପରିବାକୁ ଭଲ ଭାବରେ ସଫା କରନ୍ତୁ । ଏହା ଦ୍ୱାରା ଉପସ୍ଥିତ ବ୍ୟାକ୍ଟେରିଆ ମରିଯିବେ ।

ଚାଉଳ-
ଏହାକୁ ବାରମ୍ବାର ଯଥା ୪ରୁ ୫ ଥର ଧୋଇବା ଉଚିତ । ଏହା ଦ୍ୱାରା ଷ୍ଟାର୍ଚ ନଷ୍ଟ ହୋଇଯାଏ । କାରଣ ଏହାକୁ ଭଲ ଭାବରେ ନ ଧୋଇବା ଦ୍ୱାରା ପାଚନ ପ୍ରକ୍ରିୟାରେ ସମସ୍ୟା ହୋଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More