Only for Entertainment

IIFA Awards Winner 2019: ‘ରାଜି’କୁ ବେଷ୍ଟ ଫିଲ୍ମ ଆୱାର୍ଡ ତ ଆଲିୟା ହେଲେ ବେଷ୍ଟ ଆକ୍ଟ୍ରେସ, ଦେଖନ୍ତୁ ପୂରା ଲିଷ୍ଟ

latestly
85

ଆଇଫା ଆୱାର୍ଡସ ୨୦୧୯ର ଆୟୋଜନ ବୁଧବାର ମୁମ୍ବାଇରେ କରାଯାଇଥିଲା । ଏହି ମଉକାରେ ଅନେକ ସେଲିବ୍ରିଟି ଗ୍ରୀନ କାରପେଟରେ ନିଜ ଜଲୱା ଦେଖାଇଥିଲେ । ମୁମ୍ବାଇ ପ୍ରବଳ ବର୍ଷା ସତ୍ତେ୍ୱ ସଲମାନ ଖାନ, କ୍ୟାଟ୍ରିନା କୈଫ, ରଣବୀର ସିଂ, ଦୀପିକା ପାଦୁକୋନ, ରେଖା, ଆର୍ୟୁଷ୍ମାନ ଖୁରାନା, ଭିକ୍କି କୌଶଲ, ସାରା ଅଲ୍ଲୀ ଖାନଙ୍କ ସମେତ ଅନେକ ବଡ ବଡ ସେଲିବ୍ରିଟି ନଜର ଆସିଥିଲେ । ଏହା ସହିତ ଅନେକ ସେଲିବ୍ରିଟି ଆଇଫା ମଂଚରେ ପର୍ଫମ କରିଥିଲେ ।

ଆୱାର୍ଡ ବିଷୟରେ କହିବାକୁ ଗଲେ ଶୋ’ରେ ରଣବୀର ସିଂଙ୍କୁ ବେଷ୍ଟ ଆକ୍ଟର ଟାଇଟେଲ ମିଳିଥିବା ବେଳେ ଆଲିଆ ଭଟ୍ଟଙ୍କୁ ବେଷ୍ଟ ଆକ୍ଟ୍ରେସର ଆୱାର୍ଡ ମିଳିଛି । ଆସନ୍ତୁ ଦେଖିବା କାହାକୁ ମିଳିଲା କେଉଁ ଆୱାର୍ଡ ।

ବେଷ୍ଟ ଫିଲ୍ମ- ରାଜି
ବେଷ୍ଟ ଡିରେକ୍ଟର- ଶ୍ରୀରାମ ରାଘବନ (ଅନ୍ଧାଧୁନ)

ବେଷ୍ଟ ଆକ୍ଟର- ରଣବୀର ସିଂ (ପଦ୍ମାବତ)


ବେଷ୍ଟ ଆକ୍ଟ୍ରେସ- ଆଲିଆ ଭଟ୍ଟ (ରାଜି)


ବେଷ୍ଟ ସେପୋର୍ଟିଂ ରୋଲ ଫିମେଲ- ଆଦିତି ରାଓ ଦୈଦରୀ (ପଦ୍ମାବତ)

ବେଷ୍ଟ ସେପୋର୍ଟିଂ ରୋଲ ମେଲ- ଭିକ୍କି କୌଶଲ (ସଂଜୁ)
ବେଷ୍ଟ ଡେବ୍ୟୁ ଫିମେଲ- ସାରା ଅଲ୍ଲୀ ଖାନ (କେଦାରନାଥ)


ବେଷ୍ଟ ଡେବ୍ୟୁ ମେଲ- ଇଶାନ ଖଟ୍ଟର(ଧଡକ)
ସ୍ପେଶାଲ ଆୱାର୍ଡ ଫର ବେଷ୍ଟ ଆକ୍ଟ୍ରେସ – ଦୀପିକା ପାଦୁକୋନ (ଚେନ୍ନାଇ ଏକ୍ସପ୍ରେସ)


ଆଇଫା ବିଗ ୨୦ ଆୱାର୍ଡ ଫର ବେଷ୍ଟ ଡିରେକ୍ଟର- ରାଜକୁମାର ହିରାନୀ (୩ ଇଡିଅଟସ)
ଆଇଫା ବିଗ ୨୦ ଆୱାର୍ଡ ଫର ବେଷ୍ଟ ଡିରେକ୍ଟର- ପ୍ରିତମ (ଏ ଦିଲ ହେ ମୁଶକିଲ)

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More