Only for Entertainment

ମୁମ୍ବାଇରେ ଧୋନିଙ୍କ ସହ ମ୍ୟାଚ ଖେଳିଲେ ନିକ ଜୋନସ !

Zee news
39

ମୁମ୍ବାଇରେ ଚର୍ଚ୍ଚିତ ଯୋଡି ପ୍ରିୟଙ୍କା ଚୋପ୍ରା ଓ ନିକ୍ ଜୋନସ । ନିର୍ବନ୍ଧ ପରେ ପ୍ରଥମ ଥର ପାଇଁ ମୁମ୍ବାଇରେ ନଜର ଆସିଛନ୍ତି ନିକ ଓ ପ୍ରିୟଙ୍କା । ଏଠାରେ ଆୟୋଜିତ ଏକ ଫୁଟବଲ ମ୍ୟାଚରେ ଷ୍ଟାର୍ କପଲ ଏକାଠି ନଜର ଆସିଛନ୍ତି । ସେଲିବ୍ରେଟି ମ୍ୟାଚରେ କ୍ରିକେଟର ମହେନ୍ଦ୍ର ସିଂ ଧୋନି, ଅଭିନେତା ଡିନୋ ମୋରିଆ, ଇଶାନ ଖଟ୍ଟର, କୁନାଲ୍ ଖେମୁଙ୍କ ସହ ଷ୍ଟାର କପଲ ଫୁଟବଲ ମ୍ୟାଚ ଖେଳିଛନ୍ତି ।

View this post on Instagram

Bae in Bombae!! ? #friends #mumbai #football @nickjonas

A post shared by Priyanka Chopra (@priyankachopra) on

ଫୁଟବଲ ମ୍ୟାଚର କିଛି ଫଟୋକୁ ପ୍ରିୟଙ୍କା ନିଜ ଇନଷ୍ଟାଗ୍ରାମ ପେଜରେ ସେୟାର କରିବା ପରେ ଏହା କ୍ରମଶ ଭାଇରାଲ ହେବାରେ ଲାଗିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More