Only for Entertainment

ଫଟୋରେ ଏହି ଲୁକରେ ଗଜବ ଦିଶୁଛନ୍ତି ହୀନା ଖାନ !

15

ହିନା ଖାନ ବର୍ତ୍ତମାନ ସମୟରେ ଟିଭି ଜଗତର ପପୁଲାର ଅଭିନେତ୍ରୀ ଅଟନ୍ତି । ଏବେ ହୀନାଙ୍କୁ କସୌଟି ଜିନ୍ଦେଗୀ କି୨ ସିରିଅଲର ନେଗେଟିଭ କଳାକାର କମୋଲିକା ଭାବେ ଖୁବ ପସନ୍ଦ କରୁଛନ୍ତି ଦର୍ଶକ । ହୀନା ଖୁବ ଷ୍ଟାଇଲିସ ଅଟନ୍ତି ଏବଂ ସେ ସୋସିଆଲ ମିଡିଆରେ ସବୁବେଳେ ନିଜର ଫଟୋ ଶେୟାରକ କରୁଥାଆନ୍ତି ।

ନିକଟରେ ହୀନା ନିଜ ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିଲେ । ତାଙ୍କର ଏହି ଏୟାରପୋର୍ଟ ଲୁକରେ ସେ ଖୁବ ସୁନ୍ଦର ଦିଶୁଛନ୍ତି । ହୀନା ଏହି ଫଟୋ ରାୟପୁରରୁ ମୁମ୍ବାଇ ଫେରୁଥିବା ବେଳେ ନେଇଥିଲେ ।

 

View this post on Instagram

 

Happy Sunday?. AirportDiaries

A post shared by Hina Khan (@realhinakhan) on

ଏହାମଧ୍ୟରେ ଆମେ କହି ରଖୁଛୁ, କିଛି ଦିନ ପୂର୍ବେ ହୀନା, ସୋନୁ ଠୁକରାଲଙ୍କ ଗୀତ ଭସୁଡିରେ ନଜର ଆସିଥିଲେ । ଏହାବ୍ୟତୀତ ହୀନା ଏକ ଫିଲ୍ମରେ ମଧ୍ୟ କାମ କରୁଛନ୍ତି ଯେଉଁଥିରେ କଶ୍ମୀର ଝିଅ ଭୂମିକା ତୁଲାଉଛନ୍ତି । ହୀନାଙ୍କ ଏହି ଫିଲ୍ମର ସୁଟିଂ ଏବେ ଚାଲିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More