Only for Entertainment

ଜୋହରଙ୍କ ପଂଜାବୀ ଗୀତ ‘ରହ ନହି ସକଦୀ’ !

34

ପଂଜାବୀ ସିଙ୍ଗର ଜୋହରଙ୍କ ନୂଆ ଗୀତ ‘ରହ ନେହି ସକଦୀ’ର ନୂଆ ଭିଡିଓ ରିଲିଜ ହୋଇଛି । ଏହି ଗୀତ ଭିଡିଓରେ ଆପଣଙ୍କୁ ଶ୍ୱେତା ଗୁଲେରିୟା ମଧ୍ୟ ନଜର ଆସିଛନ୍ତି । ଗୀତର ମ୍ୟୁଜିକ ତରଣ ସିଂ ଦେଇଛନ୍ତି ଏବଂ ଏହାକୁ ଲେଖିଛନ୍ତି ଗୁରୀ ମଟ୍ଟୁ । ଦେଖନ୍ତୁ ଏହି ଗୀତର ଭିଡିଓ-

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More