Only for Entertainment

ଫ୍ୟାନ୍ସଙ୍କୁ ଫିଟନେସ ଗୋଲ ଦେଉଛି କରୀନା କପୂରଙ୍କ ଏହି ଭିଡିଓ !

52

ବଲିଉଡ ଅଭିନେତ୍ରୀ କରୀନା କପୂର ଖାନ ନିକଟରେ ୩୯ତମ ଜନ୍ମଦିନ ପଳନ କରିଛନ୍ତି । ସେ ନିଜ ସ୍ୱାମୀ ସୈଫ ଅଲୀ ଖାନ , ପୁଅ ତୈମୁର, ପରିବାର ଏବଂ ବନ୍ଧୁଙ୍କ ସହ ନିଜ ବର୍ଥଡେ ସେଲିବ୍ରେଟ କରିଥିଲେ । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏବେ କରୀନାଙ୍କ ଆଉ ଏକ ଭିଡିଓ ସୋସିଆଲ ମିଡିଆକୁ ଆସିଛି ଯାହାକୁ ଫ୍ୟାନ୍ସମାନେ ଖୁବ ପସନ୍ଦ କରିଛନ୍ତି ।

ବର୍ଥଡେ ସେଲିବ୍ରେଶନ ପରେ ସାଙ୍ଗେ ସାଙ୍ଗେ ଆସିଥିବା ଏହି ଭିଡିଓରେ କରୀନା ଯୋଗ ଏବଂ ବ୍ୟାୟାମ କରୁଥିବାର ନଜର ଆସିଛନ୍ତି । ଭିଡିଓରେ କରୀନାଙ୍କ ଫିଟ ଏବଂ ଟୋନ୍ଡ ଶରୀର ମଧ୍ୟ ଦେଖିବାକୁ ମିଳିଛି ।

 

View this post on Instagram

 

A post shared by Kareena Kapoor Khan (@therealkareenakapoor) on


ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ନିଜ ଆଗାମୀ ଫିଲ୍ମ ‘ଗୁଡ ନ୍ୟୁଜ’ରିଲିଜ ହେବାକୁ ଅପେକ୍ଷା କରିଛି । ଏହି ଫିଲ୍ମରେ ତାଙ୍କ ସହ ଅକ୍ଷୟ କୁମାର, କିଆରା ଆଡଭାଣୀ ଏବଂ ଦିଲଜିତ ଦୋସାଂଝ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More