Only for Entertainment

ଅର୍ଜୁନ ରେଡ୍ଡି ପୂର୍ବରୁ ଉର୍ବଶୀ ସଙ୍ଗରେ ଡ୍ୟାନ୍ସ ଫ୍ଲୋରରେ ନିଆଁ ଲଗାଇବେ କିଆରା ଏବଂ ଶାହିଦ, ଦେଖନ୍ତୁ ଭିଡିଓ !

Indiawest
0 37

ବତି ଗୁଲ ମିଟର ଚାଲୁ’ ପରେ ଏବେ ଶାହିଦ କପୂର ନିଜର ଅପକମିଂ ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରି ସାରିଲେଣି । ଖୁବ ଶୀଘ୍ର ସେ କିଆରାଙ୍କ ସହ ଅର୍ଜୁନ ରେଡ୍ଡିରେ ନଜର ଆସିବେ । ଏହି ଯୋଡିକୁ ଦେଖିବା ଲାଗି ଫ୍ୟାନ୍ସ ମାନେ ଖୁବ ଉତ୍ସାହର ସହ ଚାହିଁ ବସିଛନ୍ତି । ଏହି କାରଣରୁ ଫ୍ୟାନ୍ସ ମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି । ଅସଲରେ ହମସେ ମୁକାବଲା ଫିଲ୍ମର ଗୀତ ‘ଉର୍ବଶୀ’ରିକ୍ରିଏଟରେ ଶାହିଦଙ୍କ ସହ ନଜର ଆସିବେ କିଆରା ।

ଏଠାରେ ଆମେ କହି ରଖୁଛୁ ଯେ ଏହାର ଅରିଜିନଲ ଗୀତରେ ପ୍ରଭୁ ଦେବା ଏବଂ ନଗମା ନଜର ଆସିଥିଲେ । ଏହି ଗୀତରେ ଆଜି ବି ଲୋକେ ମତୁଆଲା ହୋଇଯାଉଛନ୍ତି । ଏହି ରିକ୍ରିଏଟଡ ସଙ୍ଗରେ ପୁଣିଥରେ ୟୋ ୟୋ ହନି ସିଂଙ୍କ ଯାଦୁ ଦେଖିବାକୁ ମିଳିବ । କିଛି ସମୟ ପୂର୍ବେ ଶାହିଦ ଏହି ଗୀତର ଏକ ଛୋଟ ଝଲକ ଟ୍ୱିଟରରେ ଶେୟାର କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More