Only for Entertainment

ବାଦଶାହାଙ୍କ ନୂଆ ଗୀତ Buzz ରେ ଦୁଇ ଝିଅ କଲେ ଏପରି ଡ୍ୟାନ୍ସ, ଭିଡିଓ ହେଲା ଭାଇରାଲ

zee news
0 55

ସିଙ୍ଗର ବାଦଶାହା ଏବେ ବଲିଉଡରେ ଛାଇ ରହିଛନ୍ତି । ନିକଟରେ ବାଦଶାହା ସିଙ୍ଗର ଆସ୍ଥା ଗିଲଙ୍କ ସହିତ ମିଶି ଏକ ଗୀତ ରିଲିଜ କରିଛନ୍ତି ଯାହାର ନାମ ରହିଛି ‘ବଜ୍ଜ’ । ଗୀତରେ ବାଦଶାହାଙ୍କ ରାପ ଏବଂ ଆସ୍ଥା ଗିଲଙ୍କ କଣ୍ଠସ୍ୱର ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି । ଗୀତରେ ବିଗ ବସ ୧୧ ପ୍ରତିଯୋଗୀ ପ୍ରିୟାଙ୍କୁ ମଧ୍ୟ ଦେଖିବାକୁ ମିଳିଛି । କିନ୍ତୁ ଏହି ଗୀତରେ ଦୁଇ ଝିଅ ଏପରି ଡ୍ୟାନ୍ସ କରିଛନ୍ତି ଯାହା ଏବେ ସୋସିଆଲ ମିଡିଆରେ ଛାଇ ରହିଛି । ଏପରିକି ଗୀତର ସିଙ୍ଗର ଆସ୍ଥା ଗିଲ ଏହି ଡ୍ୟାନ୍ସ ଭିଡିଓକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି ।

ଭିଡିଓକୁ ମୁମ୍ବାଇର ଜଣେ ଡ୍ୟାନ୍ସର ସୋନାଲୀ ଭଦୋରିୟା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଥିଲେ । ସୋନାଲୀ ଜଣେ କୋରିଓଗ୍ରାଫର ଏବଂ ସେ ନିଜର ଡ୍ୟାନ୍ସ ଭିଡିଓକୁ ଅନେକ ସମୟରେ ସୋସିଆଲ ମିଡିଆରେ ସେୟାର କରିଥାନ୍ତି ।
ଦେଖନ୍ତୁ ଭିଡିଓ…

???

A post shared by Aastha Gill (@aasthagill) on

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More