Only for Entertainment

ମାଗାଜିନ ଫଟୋସୁଟ ପାଇଁ ଜାହ୍ନବୀ କପୂର କାଟିଲେ ନିଜର କେଶ !

27

ଝିଅମାନେ ନିଜ କେଶକୁ ଖୁବ ଭଲ ପାଆନ୍ତି କିନ୍ତୁ କେଶକୁ ଡିଫ୍ରେଂଟ ଲୁକ ଦେବା ଲାଗି ମଧ୍ୟ କେଶ କାଟିବା ପାଇଁ ପଛାନ୍ତି ନାହିଁ । ତେବେ ଏହି ତାଲିକାରେ ଯୋଡି ହୋଇ ଯାଇଛି ଜାହ୍ନବୀ କପୂରଙ୍କ ନାଁ । ଧଡକ ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରିଥିବା ଜାହ୍ନବୀ ତାଙ୍କ ମାଁଙ୍କ ଭଳି ଖୁବ ସୁନ୍ଦର ମଧ୍ୟ । ସେ ଏକ ମାଗାଜିନ ଫଟୋସୁଟ ପାଇଁ ନିଜର କେଶ କାଟି ଦେଇଛନ୍ତି ।

ନିଜ କେଶ କାଟିବା ପରେ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଏହି ଭିଡିଓରେ ଜାହ୍ନବୀ ଏକ ହଳଦିଆ ପୋଷାକରେ ନଜର ଆସିଛନ୍ତି । ଏହି ଲୁକରେ ସେ ଖୁବ ଡିଫ୍ରେଂଟ ନଜ ଆସିଛନ୍ତି । ଏହି ଭିଡିଓରେ ସେ କହିଛନ୍ତି ଯେ ସେ କେଶ କାଟିବା ପରେ ତାଙ୍କ ବାପା ତାଙ୍କ ଉପରେ ଖୁବ ରାଗି ଥିଲେ । ଦେଖନ୍ତୁ ଭିଡିଓ –

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More